ଥାୱେ ମନ୍ଦିର
ଥାୱେ ମନ୍ଦିର , ଭାରତୀୟ ରାଜ୍ୟ ବିହାରର ଗୋପାଳଗଞ୍ଜ ଜିଲ୍ଲାର ଥାୱେଠାରେ ଅବସ୍ଥିତ । ମାଁ ଥାୱେୱାଲି ଏହାର ଅଧିଷ୍ଠାତ୍ରୀ ଦେବୀ । ଏହା ଗୋପାଳଗଞ୍ଜ ସହରରୁ ଜାତୀୟ ରାଜପଥରେ ମାତ୍ର 6 କିଲୋମିଟର ଦୂରରେ ଅବସ୍ଥିତ ।
Thawe Mandir | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Gopalganj |
Location | |
ସ୍ଥାନ | Thawe |
State | Bihar |
Country | India |
ଭୌଗଳିକ ଅବସ୍ଥିତି | 26°25'45"N 84°23'40"E |
Website | |
www.thawe.in |
ଗମନାଗମନ
ସମ୍ପାଦନାଏଠାରେ ଥାୱେ ଜଙ୍କସନ ରହିଛି । ମାତ୍ର ବଡ଼ ସହରରୁ ଏଠାକୁ ସିଧା ସଳଖ ସଂଯୋଗ ନାହି । କିନ୍ତୁ ଅଳ୍ପ ଦୂରସ୍ଥ ସୀୱାନ ଷ୍ଟେସନରୁ ସବୁ ବଡ଼ ସହରକୁ ସଂଯୋଗ ରହିଛି । ରାସ୍ତା ଯୋଗେ ଏହା ସୁ ସଂଯୁକ୍ତ । ଏଠାରୁ ନିକଟତମ ବିମାନ ବନ୍ଦର ପାଟଣାଠାରେ ଅବସ୍ଥିତ ।
ଥାୱେୱାଲି ମାଁ
ସମ୍ପାଦନାଏହି ଅଞ୍ଚଳରେ ମାଁ ଥାୱେୱାଲିଙ୍କୁ ସକ୍ଷଯାତ ଦେବୀ ଭାବରେ ଆରାଧନା କରାଯାଇଥାଏ । କୁହ ଯାଏ କେହି କିଛି ମାନସିକ କାଲେ ମାଁ ନିଶ୍ଚୟ ପୂରଣ କରନ୍ତି । ଏଠାରେ ସୋମବାର ଓ ଶୁକ୍ରବାର ଦିନ ସ୍ୱତନ୍ତ୍ର ପୂଜା ଅର୍ଚନା ହେଇଥାଏ । ଏଠାରେ ଚୈତ୍ର ଓ ଅଶ୍ୱିନ ମାସରେ ମେଳା ହେବା ସହ ନବରାତ୍ର ସମୟରେ ବଡ଼ ଜାକଜମକରେ ପାଳନ କରାଯାଏ ।