ତେଜୁ ବିମାନ ବନ୍ଦର

ହିମାଚଳ ପ୍ରଦେଶର ତେଜୁ ବିମାନ ବନ୍ଦର

ତେଜୁ ବିମାନ ବନ୍ଦର  (IATA: TEIICAO: VETJ) ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ତେଜୁ ଅଞ୍ଚଳରେ ଅବସ୍ଥିତ । 2009-10 ମସିହା[୧]ରେ ଏହି ବିମାନ ବନ୍ଦରର ଉନ୍ନତି ପାଇଁ 790 ମିଲଲିଆନ ଟଙ୍କାର ଅଟାକଳ ମଞ୍ଜୁର ହୋଇଥିଲା । ଏଠି ପାଇଁ ନୂତନ ରାନୱେ , ଟର୍ମିନାଲ ଭାବନା ଓ ଟାୱାର ନିର୍ମାଣ କାର୍ଯ୍ୟ 2014[୨] ସେ ସମାପ୍ତ ହୋଇଛି ।ଏଠାରେ ATR72 ଶ୍ରେଣୀର ବିମାନ ଅବତରଣ କରି ପାରିବ । ତେବେ ନିୟମିତ ଯାତ୍ରୀ ବିମାନ ସେବା ଆରମ୍ଭ ହେଇ ନାହି ।

ତେଜୁ ବିମାନ ବନ୍ଦର
तेजु हवाई अड्डे
IATA: TEIICAO: VETJ
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ଅବସ୍ଥାନ Tezu
ଉଚ୍ଚତା (ସମୁଦ୍ର ଠାରୁ) 600 ft / 183 m
ଦିଗବାରେଣି 27°56′30″N 96°08′05″E / 27.9417°N 96.1346°E / 27.9417; 96.1346
ରନବେ
ଦିଗ ଲମ୍ବ ଭୂମି
ft m
14/22 4,500 1,372 N/A

ଗନ୍ତବ୍ୟସ୍ଥଳୀ  ସମ୍ପାଦନା

ଏଠାରୁ ବର୍ତ୍ତମାନ କୌଣସି ବାଣିଜ୍ୟିକ ସେବା ନାହିଁ । 

ଆଧାର  ସମ୍ପାଦନା

  1. "Report to the People 2009-10". Press Information Bureau. 2 June 2010. Retrieved 6 January 2014.
  2. "Construction work gained momentum for Tezu airport in Arunachal". The Hindu. 3 January 2014. Retrieved 6 January 2014.

ବାହାର ଲିଙ୍କ  ସମ୍ପାଦନା