ତେଜୁ ବିମାନ ବନ୍ଦର
ହିମାଚଳ ପ୍ରଦେଶର ତେଜୁ ବିମାନ ବନ୍ଦର
ତେଜୁ ବିମାନ ବନ୍ଦର (IATA: TEI, ICAO: VETJ) ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ତେଜୁ ଅଞ୍ଚଳରେ ଅବସ୍ଥିତ । 2009-10 ମସିହା[୧]ରେ ଏହି ବିମାନ ବନ୍ଦରର ଉନ୍ନତି ପାଇଁ 790 ମିଲଲିଆନ ଟଙ୍କାର ଅଟାକଳ ମଞ୍ଜୁର ହୋଇଥିଲା । ଏଠି ପାଇଁ ନୂତନ ରାନୱେ , ଟର୍ମିନାଲ ଭାବନା ଓ ଟାୱାର ନିର୍ମାଣ କାର୍ଯ୍ୟ 2014[୨] ସେ ସମାପ୍ତ ହୋଇଛି ।ଏଠାରେ ATR72 ଶ୍ରେଣୀର ବିମାନ ଅବତରଣ କରି ପାରିବ । ତେବେ ନିୟମିତ ଯାତ୍ରୀ ବିମାନ ସେବା ଆରମ୍ଭ ହେଇ ନାହି ।
ତେଜୁ ବିମାନ ବନ୍ଦର तेजु हवाई अड्डे | |||
---|---|---|---|
IATA: TEI – ICAO: VETJ | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Airports Authority of India | ||
ଅବସ୍ଥାନ | Tezu | ||
ଉଚ୍ଚତା (ସମୁଦ୍ର ଠାରୁ) | 600 ft / 183 m | ||
ଦିଗବାରେଣି | 27°56′30″N 96°08′05″E / 27.9417°N 96.1346°E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
14/22 | 4,500 | 1,372 | N/A |
ଗନ୍ତବ୍ୟସ୍ଥଳୀ
ସମ୍ପାଦନାଏଠାରୁ ବର୍ତ୍ତମାନ କୌଣସି ବାଣିଜ୍ୟିକ ସେବା ନାହିଁ ।
ଆଧାର
ସମ୍ପାଦନା- ↑ "Report to the People 2009-10". Press Information Bureau. 2 June 2010. Retrieved 6 January 2014.
- ↑ "Construction work gained momentum for Tezu airport in Arunachal". The Hindu. 3 January 2014. Retrieved 6 January 2014.
ବାହାର ଲିଙ୍କ
ସମ୍ପାଦନା- Tezu Airport at AAI Archived 2006-10-13 at the Wayback Machine.