ତୁଳସୀ ଡ୍ୟାମ, ମୁମ୍ବାଇ

ତୁଳସୀ ଡେମ, ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହର ନିକଟସ୍ଥ ମୁଳୁଣ୍ଡଠାରେ ଅବସ୍ଥିତ ଏକ ମାଟି ବନ୍ଧ । ଏହା ତୁଳସୀ ନଦୀ ଉପରେ ନିର୍ମିତ । 

Tulshi dam
ତୁଳସୀ ଡ୍ୟାମ, ମୁମ୍ବାଇ is located in Mumbai
ତୁଳସୀ ଡ୍ୟାମ, ମୁମ୍ବାଇ
Location of Tulshi dam
ଦିଗବାରେଣି19°11′19″N 72°55′07″E / 19.1885788°N 72.9186201°E / 19.1885788; 72.9186201
ମାଲିକGovernment of Maharashtra, India

ବୈଶିଷ୍ୟ ସମ୍ପାଦନା

ଏହି ବନ୍ଧର ଗଭୀରତା 26 ମିଟର । ଏହାର ଲମ୍ବ 186 ମିଟର ହେଇଥିବା ବେଳେ ଏଠାରେ ସର୍ବମୋଟ ଜଳଧାରଣ କ୍ଷ୍ୟମତା 10,429.00 km3 (2,502.05 cu mi).[୧]

Purpose ସମ୍ପାଦନା

ମୁମ୍ବାଇ ସହର ଓ ସହରତଳି ଅଞ୍ଚଳକୁ ଜଳଯୋଗାଣ ପାଇଁ ଏହି ପ୍ରକଳ୍ପ ସହାୟତା ଦେଇଥାଏ । 

ଅଧିକ ପଠନ  ସମ୍ପାଦନା

  • Dams in Maharashtra
  • List of reservoirs and dams in India

ଆଧାର  ସମ୍ପାଦନା

  1. "Specifications of large dams in India" (PDF). Archived from the original (PDF) on 2011-07-21. Retrieved 2016-11-15.