ତାମସା

ପାରମ୍ପାରିକ ଓଡ଼ିଆ ଗୀତ-ନାଟ କଳା

ତାମସା ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ କଳା । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ କଳାକାରମାନେ ଅଭିନୟ କରି ନାଚିଥାନ୍ତି ।

ତାମସା
ମାଧ୍ୟମଗୀତ-ନାଟ
ପ୍ରକାରମୋଗଲ ତାମସା
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଭଦ୍ରକ, ଓଡ଼ିଶା
 ଭାରତ
ଗୀତ-ସଙ୍ଗୀତତାମସା ଗୀତ

ପ୍ରକାର ସମ୍ପାଦନା

ମୋଗଲ ତାମସା: ଭଦ୍ରକ ଜିଲାର ମୋଗଲ ତାମସା ଏକ ଜଣାଶୁଣା ଲୋକନାଟ ।

ଗୀତ ସମ୍ପାଦନା

ଆଧାର ସମ୍ପାଦନା