ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ
ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ । ଏହା ଉଭୟ ତଳକୁସୁମା ଓ ଗୋବିନ୍ଦପୁର ଗ୍ରାମରେ ଅବସ୍ଥିତ । [୨]
ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ | |
---|---|
ଅବସ୍ଥାନ | |
କେନ୍ଦ୍ରାପଡା, ଓଡ଼ିଶା, ଭାରତ | |
ବିବରଣୀ | |
Type | ଉଚ୍ଚ ବିଦ୍ୟାଳୟ |
ପ୍ରତିଷ୍ଠା | ୧୮୬୦ |
ଅଧ୍ୟକ୍ଷ | ମାନୋରମା ମିଶ୍ର[୧] |
ପ୍ରଧାନ ଶିକ୍ଷକ | ପ୍ରଧାନ ଶକ୍ଷକ |
କର୍ମଚାରୀ | ୧୩ |
ଶିକ୍ଷକଗଣ | ୯ |
ଶ୍ରେଣୀ | ଷଷ୍ଠରୁ ଦଶମ |
Affiliation | ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ |
ତଥ୍ୟସମ୍ପାଦନ କରନ୍ତୁ
ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଯାଏଁ ପିଲା ପଢନ୍ତି । ଏଠାରେ ମୋଟ ୯ ଜଣ ଶିକ୍ଷକ ଶିକ୍ଷ୍ୟୟତ୍ରୀ ଅଛନ୍ତି ।
ଇତିହାସସମ୍ପାଦନ କରନ୍ତୁ
୧୯୬୦ ମସିହାରେ ଏହି ବିଦ୍ୟାଳୟଟି ବୈଷ୍ନବ ଚରଣ ମହାନ୍ତିଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ।
ପରିସର ଓ କୋଠାବାଡିସମ୍ପାଦନ କରନ୍ତୁ
ଏହି ବିଦ୍ୟାଳୟରେ ମୋଟ ପାଞ୍ଚୋଟି ଘର ଅଛି । ଖେଳ ପଡିଆ ଓ ପାଠାଗାର ଅଛି।[୩]
ବିଦ୍ୟାଳୟ କାର୍ଯ୍ୟକଳାପସମ୍ପାଦନ କରନ୍ତୁ
ଖେଳସମ୍ପାଦନ କରନ୍ତୁ
ବିଦ୍ୟାଳୟରେ ଖୋ ଖୋ , କ୍ରିକେଟ, ଫୁଟବଲ, କବାଡି ଇତ୍ୟାଦି ଖେଳାଯାଏ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ତଜିଲ୍ଲା ଏବଂ ଅନ୍ତରାଜ୍ୟ ସ୍ତରରେ ବିଭିନ୍ନ ଖେଳରେ ଭାଗ ନିଅନ୍ତି ।
କମ୍ପ୍ୟୁଟର ଶିକ୍ଷାସମ୍ପାଦନ କରନ୍ତୁ
ବିଦ୍ୟାଳୟରେ ମୋଟ ବାରୋଟି କମ୍ପ୍ୟୁଟର ଅଛି । ପିଲାମାନଙ୍କୁ ପିଜିଡ଼ିସିଏ ଶିକ୍ଷା ଦିଆଯାଇଥାଏ ।