ତମ୍ବା (୬୪ ସିୟୁ) ଅକ୍ସୋଡୋଟ୍ରିଓଟାଇଡ
Clinical data | |
---|---|
Trade names | Detectnet |
Other names | Copper Cu 64 dotatate |
License data |
|
Routes of </nowiki> </nowiki>administration |
Intravenous |
Drug class | Radioactive diagnostic agent[୧] |
Legal status | |
Legal status |
|
Identifiers | |
IUPAC name
| |
Chemical and physical data | |
Formula | C65H88CuN14O19S2 |
Molar mass | 1497.16 g·mol−1 |
3D model (JSmol) | |
SMILES
| |
InChI
|
ତମ୍ବା (୬୪ ସିୟୁ) ଅକ୍ସୋଡୋଟ୍ରିଓଟାଇଡ (ଇଂରାଜୀ ଭାଷାରେ Copper (64Cu) oxodotreotide), ଡିଟେକ୍ଟନେଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ରେଡିଓଆକ୍ଟିଭ ତ୍ରୁଟି ନିର୍ଣ୍ଣାୟକ ପ୍ରତିନିଧି ଯାହା ନ୍ୟୁରୋଏଣ୍ଡୋକ୍ରାଇନ୍ ଅର୍ବୁଦ (NET) ର ପୋଜିଟ୍ରନ୍ ଏମିସନ୍ ଟୋମୋଗ୍ରାଫିରେ (PET) ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ସୋମାଟୋଷ୍ଟାଟିନ୍ ରିସେପ୍ଟର ପଜିଟିଭ ରୋଗ ଥିବା ବୟସ୍କମାନଙ୍କଠାରେ ବ୍ୟବହୃତ ହୁଏ | [୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ଏବଂ ମୁଖ ଲାଲ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବିକିରଣ ଏକ୍ସପୋଜର ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଏହା ସୋମାଟୋଷ୍ଟାଟିନ୍ ଆନାଲଗ ସହିତ ପାରସ୍ପରିକ କ୍ରିୟା ସମ୍ପାଦନ କରିଥାଏ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୧] ଏହା ସୋମାଟୋଷ୍ଟାଟିନ୍ ରିସେପ୍ଟର, ବିଶେଷକରି ସବ୍ ଟାଇପ୍ ୨ ରିସେପ୍ଟର ସହିତ ବନ୍ଧନ ଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।[୧]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ତମ୍ବା (୬୪କ୍ୟୁ) ଅକ୍ସୋଡୋଟ୍ରଇଓଇଡ୍ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ଭାଏଲ ପାଇଁ ମୂଲ୍ୟ ପ୍ରାୟ ୩୯୦୦ ଡଲାର ଥିଲା ।[୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Detectnet- copper cu 64 dotatate injection, solution". DailyMed. 14 September 2020. Archived from the original on 1 November 2022. Retrieved 24 September 2020.
- ↑ "Detectnet Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 22 May 2022. Retrieved 3 November 2022.