Coordinates: 19°32′N 72°53′E / 19.533°N 72.883°E / 19.533; 72.883 ତନସା ନଦୀ,  ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ନିକଟରେ ଥିବା ଏକ ନଦୀ । ଏଥିରେ ଏକ ବୃହତ ବାରେଜ ନିର୍ମାଣ କରି ତନସା ହ୍ରଦ ନିର୍ମାଣ କରାଯାଇଛି । ଏହି ହ୍ରଦରୁ ମୁମ୍ବାଇ ସହରକୁ ପାନୀଯ ଜଳ ଯୋଗାଣ ହେଇଥାଏ । ଏହା 1982 ମସିହାରେ ନିର୍ମିତ ହେଇଥିଲା । ଏହି ବାରେଜ 2 ମାଇଲ ଲମ୍ବ ଓ 118 ଫୁଟ ଉଛ । ଏହାର ତଳର ପ୍ରସ୍ଥ 30 ମିଟର । ଏହି ବନ୍ଧରେ 1.31 ଘାନା କିଲୋମିଟର ଜଳ ରହୁଥିବାର ଆକଳନ କରାଯାଇଛି । ଏହାର 38ଟି ସ୍ପିଲୱେ ଗେଟ ରହିଛି । 

ଆଧାର ସମ୍ପାଦନ କରନ୍ତୁ

  This article incorporates text from a publication now in the public domainChisholm, Hugh, ed. (1911). Encyclopædia Britannica (Eleventh ed.). Cambridge University Press. Missing or empty |title= (help)CS1 maint: ref=harv (link)