ତନସା ନଦୀ
Coordinates: 19°32′N 72°53′E / 19.533°N 72.883°E ତନସା ନଦୀ, ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ନିକଟରେ ଥିବା ଏକ ନଦୀ । ଏଥିରେ ଏକ ବୃହତ ବାରେଜ ନିର୍ମାଣ କରି ତନସା ହ୍ରଦ ନିର୍ମାଣ କରାଯାଇଛି । ଏହି ହ୍ରଦରୁ ମୁମ୍ବାଇ ସହରକୁ ପାନୀଯ ଜଳ ଯୋଗାଣ ହେଇଥାଏ । ଏହା 1982 ମସିହାରେ ନିର୍ମିତ ହେଇଥିଲା । ଏହି ବାରେଜ 2 ମାଇଲ ଲମ୍ବ ଓ 118 ଫୁଟ ଉଛ । ଏହାର ତଳର ପ୍ରସ୍ଥ 30 ମିଟର । ଏହି ବନ୍ଧରେ 1.31 ଘାନା କିଲୋମିଟର ଜଳ ରହୁଥିବାର ଆକଳନ କରାଯାଇଛି । ଏହାର 38ଟି ସ୍ପିଲୱେ ଗେଟ ରହିଛି ।
ଆଧାର ସମ୍ପାଦନ କରନ୍ତୁ
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press.CS1 maint: ref=harv (link)