ତଥ୍ୟ ନିରାପତ୍ତା
ସୂଚନା ସୁରକ୍ଷା କହିଲେ ତଥ୍ୟ ବା ସୂଚନାକୁ ବିଭିନ୍ନ ପ୍ରକାର ଦିଗରୁ ରକ୍ଷା କରିବାକୁୁ ବୁଝାଇଥାଏ | ଏହା ସୂଚନା ସୁରକ୍ଷା ପରିଚାଳନାର ପରିସରଭୂକ୍ତ ଅଟେ | ସାଧାରଣ ଭାବରେ ଦେଖିବାକୁ ଗଲେ ତଥ୍ୟର ଅନଧିକୃତ ବ୍ଯବହାର, ବେଆଇନ୍ ଭାବରେ ଉପଯୋଗ, ପରିପ୍ରକାଶ, ବିଲୋପ, ବଦଳ, କପି ଇତ୍ଯାଦିରୁ ସୁରକ୍ଷା ଦେବାହିଁ ସୂଚନାର ସୁରକ୍ଷା ଅଟେ | ଏହାର ୩ଟି ମୂଳ ଲଷ୍ଯ ହେଲା କ. ଗୋପନୀୟତା ଖ. ଅଖଣ୍ଡତା ଗ. ଉପଲବ୍ଧତା | ସୁଚାରୁରୂପେ ଏହା କରିବା ପାଇଁ ନିମ୍ନଲିଖିତ ସୋପାନକୁ ଅନୁସରଣ କରାଯାଏ ।[୧][୨]
- ତଥ୍ୟ ବା ସୂଚନାକୁ ଚିହ୍ନଟ କରିବା
- ଏଥିରେ ଥିବା ଦୁର୍ବଳତା ଓ ଏହାର ନଷ୍ଟରେ ପ୍ରଭାବ
- ବିପଦ ମୂଲ୍ୟାଙ୍କନ
- ସୂଚନା ସମ୍ବନ୍ଧିତ ବିଭିନ୍ନ ପ୍ରକ୍ରିୟାର ତଦାରଖ କରିବା
ସୂଚନା ସୁରକ୍ଷାର ଅର୍ଥସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ପୁରାତନ କାଳରେ କୁଟନୀତି ଓ ଯୁଧ୍ଧ୍ଯରେ ଗୁରୁତ୍ବପୂର୍ଣ୍ମ ସୂଚନାର ଆଦାନପ୍ରଦାନ କରାଯାଉଥିଲା ଓ ଏହି ସୂଚନା କିପରି ଶତ୍ରୁ ପାଖରେ ପହଞ୍ଚିପାରିବନି ସେଥିପାଇଁ ତାକୁ ଅତ୍ଯନ୍ତ ଗୁପ୍ତ ଭାବରେ ସ୍ଛାନାନ୍ତର କରାଯାଉଥିଲା | ରୋମ୍ ସମ୍ରାଟ ଜୁଲିୟସ୍ ସିଜର୍ ପ୍ରଥମେ ସିଜର୍ ସାଇଫର୍ ବ୍ଯବହାର କରିଥିଲେ ଯେଉଁଥିରେ ସୂଚନାକୁ ପରିବର୍ତ୍ତନ କରି ଲେଖା ଯାଉଥିଲା ଯାହାଦ୍ବାରା ତାକୁ ଆଉ କେହି ପଢ଼ିଲେ ମଧ୍ଯ ସେଥିରୁ ପ୍ରକୃତ ତଥ୍ୟ ବାହାର କରି ପାରୁନଥିଲେ |
ମୂଳ ତତ୍ତ୍ବସମ୍ପାଦନ କରନ୍ତୁ
ବିପଦ ପରିଚାଳନାସମ୍ପାଦନ କରନ୍ତୁ
ପ୍ରକ୍ରିୟାସମ୍ପାଦନ କରନ୍ତୁ
ଘଟଣା ପ୍ରସ୍ତୁତିର ବିଭିନ୍ନ ଉପାୟସମ୍ପାଦନ କରନ୍ତୁ
୧. ପ୍ରସ୍ତୁତି
୨. ଚିହ୍ନଟ
୩. ସୁରକ୍ଷା ବଳୟରେ ଧାରଣ
୪. ଦୂରୀକରଣ
୫. ପୁନରୁଧ୍ଧାର
୬. ଶିକ୍ଷାଲାଭ
ଆଧାରସମ୍ପାଦନ କରନ୍ତୁ
- ↑ "What is Information Securtiy | Policy, Principles & Threats | Imperva". Learning Center (in ଇଂରାଜୀ). Retrieved 2022-01-14.
- ↑ https://www.dnv.com/article/the-three-pillar-approach-to-cyber-security-data-and-information-protection-165683