ତଞ୍ଜାଇ ସେଲଭି

ତାମିଲ କଣ୍ଠଶିଳ୍ପୀ

ତଞ୍ଜାଇ ସେଲଭି ଜଣେ ଭାରତୀୟ-ତାମିଲ କଣ୍ଠଶିଳ୍ପୀ। ସେ ଲୋକଗୀତ ପରିବେଷଣ ପାଇଁ ଜଣାଶୁଣା । ସେ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଇସାନ କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ "ଜିଲ୍ଲା ଭିଟ୍ଟୁ" ଗୀତ ଗାଇଥିଲେ ।[୧]

ତଞ୍ଜାଇ ସେଲଭି

ଗୀତ ତାଲିକା ସମ୍ପାଦନା

ତଞ୍ଜାଇ ସେଲଭି ୨୦୧୦ ମସିହାରେ ତାମିଲ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ସେ ଗାଇଥିବା ଗୀତଗୁଡ଼ିକର ତାଲିକା:[୨]

ତାଲିକା ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଗୀତ
୨୦୧୦ ଇସାନ ଜିଲ୍ଲା ଭିଟ୍ଟୁ
୨୦୧୧ ପୋରାଲି ଭେଦି ପୋଟ୍ଟୁ
ଅମ୍ବୁଲି ଆତା ନି ପେଥାୟେ
ମାରୁଦାଭେଲୁ ମାରୁଥାନି
ଭେଟ୍ଟାଇୟାଡୁ ଇମା ମାମା ମଦୁର
ଆଜାଗରସାମିନ୍ କୁଥିରାଇ ଆଦିୟେ ଇଭାଲେ
୨୦୧୨ କୋଣ୍ଡାନ୍ କୋଡୁଥାନ୍ ଥିଲାନା ପାଟ୍ଟୁକରି
ଅମ୍ବୁଲି ଆତା ନୀ ପେତାୟା
୨୦୧୩ ମାଧା ୟାନାଇ କୁଟ୍ଟମ ଏଙ୍ଗା ପୋରା
୨୦୧୪ ପୋଙ୍ଗାଡି ନେଙ୍ଗାଲୁମ୍ ଉଙ୍ଗା କାଦଲୁମ୍ ୟେ କଧାଲେ
୨୦୧୬ ଆଦ୍ର ମଚାନ୍ ଭିସିଲୁ କନ୍ନାମୁଚି
ଅଜହେନ୍ଦ୍ର ସୋଲୁକ୍କୁ ଅମୁଦା ବ୍ୟାସରବାଡ଼ି

ଆଧାର ସମ୍ପାଦନା

  1. "Thanjai Selvi". Singers. 600024.com. Retrieved 7 February 2013.
  2. "Thanjai Selvi's - Music". Music Celebs. in.com. Archived from the original on 2012-09-27.

ବାହାର ଲିଙ୍କ୍ ସମ୍ପାଦନା