ତଞ୍ଜାଇ ସେଲଭି
ତାମିଲ କଣ୍ଠଶିଳ୍ପୀ
ତଞ୍ଜାଇ ସେଲଭି ଜଣେ ଭାରତୀୟ-ତାମିଲ କଣ୍ଠଶିଳ୍ପୀ। ସେ ଲୋକଗୀତ ପରିବେଷଣ ପାଇଁ ଜଣାଶୁଣା । ସେ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଇସାନ କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ "ଜିଲ୍ଲା ଭିଟ୍ଟୁ" ଗୀତ ଗାଇଥିଲେ ।[୧]
ଗୀତ ତାଲିକା
ସମ୍ପାଦନାତଞ୍ଜାଇ ସେଲଭି ୨୦୧୦ ମସିହାରେ ତାମିଲ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ସେ ଗାଇଥିବା ଗୀତଗୁଡ଼ିକର ତାଲିକା:[୨]
ତାଲିକା
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଗୀତ |
---|---|---|
୨୦୧୦ | ଇସାନ | ଜିଲ୍ଲା ଭିଟ୍ଟୁ |
୨୦୧୧ | ପୋରାଲି | ଭେଦି ପୋଟ୍ଟୁ |
ଅମ୍ବୁଲି | ଆତା ନି ପେଥାୟେ | |
ମାରୁଦାଭେଲୁ | ମାରୁଥାନି | |
ଭେଟ୍ଟାଇୟାଡୁ | ଇମା ମାମା ମଦୁର | |
ଆଜାଗରସାମିନ୍ କୁଥିରାଇ | ଆଦିୟେ ଇଭାଲେ | |
୨୦୧୨ | କୋଣ୍ଡାନ୍ କୋଡୁଥାନ୍ | ଥିଲାନା ପାଟ୍ଟୁକରି |
ଅମ୍ବୁଲି | ଆତା ନୀ ପେତାୟା | |
୨୦୧୩ | ମାଧା ୟାନାଇ କୁଟ୍ଟମ | ଏଙ୍ଗା ପୋରା |
୨୦୧୪ | ପୋଙ୍ଗାଡି ନେଙ୍ଗାଲୁମ୍ ଉଙ୍ଗା କାଦଲୁମ୍ | ୟେ କଧାଲେ |
୨୦୧୬ | ଆଦ୍ର ମଚାନ୍ ଭିସିଲୁ | କନ୍ନାମୁଚି |
ଅଜହେନ୍ଦ୍ର ସୋଲୁକ୍କୁ ଅମୁଦା | ବ୍ୟାସରବାଡ଼ି |
ଆଧାର
ସମ୍ପାଦନା- ↑ "Thanjai Selvi". Singers. 600024.com. Retrieved 7 February 2013.
- ↑ "Thanjai Selvi's - Music". Music Celebs. in.com. Archived from the original on 2012-09-27.