ଡେଲା ଗଡଫ୍ରେ
ଭାରତୀୟ ରାଜନେତା
ଡେଲା ଗଡଫ୍ରେ ଜଣେ ଭାରତୀୟ ରାଜନୀତିଜ୍ଞ, ଯିଏକି ତେଲୁଗୁ ଦେଶମ ପାର୍ଟିର ଭାବରେ କାର୍ଯ୍ୟ କରୁଥିଲେ । ସେ ଆନ୍ଧ୍ରପ୍ରଦେଶ ବିଧାନ ସଭାର ମନୋନୀତ ଆଙ୍ଗ୍ଲୋ-ଭାରତୀୟ ସଦସ୍ୟା ଥିଲେ । ସେ ସେଠାରେ ଦୁଇଟି ସଭାରେ କାର୍ଯ୍ୟ କରିଥିଲେ ।
ଡେଲା ଗଡଫ୍ରେ | |
---|---|
ଆନ୍ଧ୍ରପ୍ରଦେଶ ବିଧାନ ସଭା | |
କାର୍ଯ୍ୟକାଳ ୧୯୯୪ – ୨୦୦୪ | |
ନିର୍ବାଚନ ମଣ୍ଡଳୀ | ଆଙ୍ଗ୍ଲୋ-ଭାରତୀୟଙ୍କ ପାଇଁ ମନୋନୀତ ସଦସ୍ୟତା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୨୩ ଅପ୍ରେଲ ୨୦୧୯ |
ରାଜନୀତିକ ଦଳ | ତେଲୁଗୁ ଦେଶମ୍ ପାର୍ଟି |
ଜୀବନୀ
ସମ୍ପାଦନାଗଡଫ୍ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ତାଙ୍କ ପିତା ଆଲେନ୍ ଗଡଫ୍ରେ ହାଇଦ୍ରାବାଦର ନିଜାମ ପାଇଁ ରୟାଲ ମେଣ୍ଟରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ମାତା ମାରଜୋରୀ ଗଡଫ୍ରେ ଜଣେ ଶିକ୍ଷାବିତ୍, ସାଂସଦ ତଥା ବିଧାୟକା ଥିଲେ । ସେ ରୋଜାରୀ କନଭେଣ୍ଟ ହାଇସ୍କୁଲରେ ପଢ଼ୁଥିଲେ ଏବଂ ପରେ କୋଟି ମହିଳା ମହାବିଦ୍ୟାଳୟରେ ପଢ଼ିଥିଲେ ।
ସେ ରୟାଲ ଡଚ୍ ଏୟାରଲାଇନ୍ସର ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ । ସେ ଆନ୍ଧ୍ରପ୍ରଦେଶ ବିଧାନ ସଭାର ଦୁଇ ଥର ମନୋନୀତ ହୋଇଥିଲେ ଏବଂ ୨୦୦୪ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ। ସେ ୨୩ ଅପ୍ରେଲ ୨୦୧୯ରେ ମୃତ୍ୟୁବରଣ କରିଥିଲେ ।[୧][୨][୩]
ଆଧାର
ସମ୍ପାଦନା- ↑ "Hyderabad: Former nominated MLA Della Godfrey passes away". Telangana Today. 23 April 2019. Retrieved 31 October 2019.
- ↑ "Della Godfrey dies after cardiac arrest". Deccan Chronicle. 24 April 2019. Retrieved 31 October 2019.
- ↑ "Former MLA Della Godfrey passes away". The Times of India. 24 April 2019. Retrieved 31 October 2019.