ଡେଭିଡ ବେକହାମ
ଡେଭିଡ ରବର୍ଟ ଜୋସେଫ ବେକହାମ ଓବିଇ(ଜନ୍ମ ମଇ ୨ ୧୯୭୫) ଜଣେ ଇଂରାଜୀ ପେଶାଦାର ଫୁଟବଲ ଖେଳାଳି । ସେ ମଞ୍ଚେସ୍ଟର ୟୁନାଇଟେଡ,ପ୍ରେସ୍ଟନ ନର୍ଥ ଏଣ୍ଡ,ରିୟଲ ମାଦରିଦ, ମିଲନ, ଏଲଏ ଗ୍ୟାଲାକ୍ସି, ପ୍ୟାରିସ ସେଣ୍ଟ-ଜର୍ମାନ, ଇଂଲଣ୍ଡ ନ୍ୟାସନାଲ ଟିମ୍ ପାଇଂ ଖେଳି ସାରିଲେଣି ,ଯେଉଂଥି ପାଇଂ ଆଉଟଫିଲ୍ଡ୍ ଖେଳାଳି ଭାବେ ନିଜର ପ୍ରଦର୍ଶନ ପାଇଂ ରେକର୍ଡ କରିଛନ୍ତି । ସେ ପ୍ରଥମ ଇଂରାଜୀ ଖେଳାଳି ଥିଲେ ଯିଏକି ଇଂଲଣ୍ଡ , ସ୍ପେନ, ୟୁନାଇଟେଡ ସ୍ଟେଟ୍ସ ଏବଂ ଫ୍ରାନସ୍ ପାଇଂ ଲିଗ୍ ଶିରୋନାମା ଜିତି ସାରିଛନ୍ତି । ଦୀର୍ଘ ୨୦ ବର୍ଷର ଖେଳ ପରେ ସେ ମଇ ୨୦୧୩ରେ ନିଜର ଅବସର ଘୋଷଣା କଲେ ଯାହା ମଧ୍ୟରେ ସେ ୧୯ଟି ପ୍ରମୁଖ ଟ୍ରଫି ଜିତିଛନ୍ତି ।
ଡେଭିଡ ବେକହାମ | |||||||||||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
![]() Beckham at the 2014 Wimbledon Championships | |||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ ଓ ଜନ୍ମସ୍ଥାନ | David Robert Joseph Beckham[୧] ୨ ମଇ ୧୯୭୫[୧] Leytonstone, London, England | ||||||||||||||||||||||||||||||||||||||||||||||||||||||||||||||||||||||||||||||||
Beckingham Palace (1999–2014) London, England (2014–present) | |||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜାତୀୟତା | British (English) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜୀବିକା |
| ||||||||||||||||||||||||||||||||||||||||||||||||||||||||||||||||||||||||||||||||
ସଙ୍ଗଠନ | UNICEF, Malaria No More[୨] | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ପ୍ରତିନିଧି | Simon Fuller (XIX Entertainment) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ମୋଟ ସମ୍ପତ୍ତି | US$350 million (2013)[୩] | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | ୬ ft ୦ in (୧.୮୩ m)[୧] | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜୀବନସାଥି | Victoria Beckham (ବିବାହ 1999–ବର୍ତ୍ତମାନ) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ସନ୍ତାନ | 4 | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ବାପା ବୋଉ | Ted and Sandra Beckham | ||||||||||||||||||||||||||||||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||||||||||||||||||||||||||||||
ୱେବସାଇଟ | davidbeckham.com |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ବେକହାମ ଇଂଲଣ୍ଡର ୱ୍ହିପ୍ସ କ୍ରପ୍ସ ଇଉନିଭର୍ସିଟି ମେଡିକାଲରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଡେଭିଡ ଏଡୱାର୍ଡ ଆଲାନ ଟେଡ ବେକହାମ ।ଓ ମାତାଙ୍କ ନାମ ସଣ୍ଡ୍ରା ଜିୟର୍ଜିନ ।ତାଙ୍କର ଜଣେ ଜଣେ ବଡ ଭଉଣୀ ଏବଂ ଜଣେ ସାନ ଭଉଣୀ ମଧ୍ୟ ଥିଲେ। ବେକହାମ ଛୋଟ ବେଳରୁ ଫୁଟବଲ ଖେଳ ପ୍ରତି ଆକୃଷ୍ଟ ଥିଲେ।ଯେତେବେଳେ ଛୋଟ ବେଳେ ଶିକ୍ଷକ ତାଙ୍କୁ ବଡ ହେଲେ କଣ ହେବ ପଚାରୁଥିଲେ ସେତେବେଳେ ବେକହାମ ସବୁବେଳେ କହୁଥିଲେ "ମୁ ବଡ ହେଲେ ଜଣେ ଫୂଟବଲଲର ହେବି । ବେକହାମଙ୍କ ପିତା ମାତା ମଞ୍ଚେଷ୍ଟର ୟୁନିଟେଡ ଫୁଟବଲ କ୍ଲବର ପ୍ରବଳ ପ୍ରଶଂସକ ଥିଲେ।ଏବଂ ଦଳର ହୋମ ମ୍ଯାଚ ଦେଖିବାକୁ ଲଣ୍ଡନର ଓଲ୍ଡ ଟ୍ରାଫୋର୍ଡକୁ ଯାଉଥିଲେ । ବେକହାମ ତାଙ୍କ ପିତା ଏବଂ ମାତାଙ୍କ ଠୁ ମଞ୍ଚେଷ୍ଟର ପ୍ରତି ପ୍ରେମ ଜିନ ଗତ ରୂପେ ପାଇଥିଲେ ।ସେ ବବି ଚାର୍ଲଟନଙ୍କ ଫୁଟବଲ ଏକାଡେମିରେ ଯୋଗଦାନ କରିଥିଲେ।
- ↑ ୧.୦ ୧.୧ ୧.୨ Hugman, Barry J., ed. (2003). The PFA Footballers' Who's Who 2003/2004. Harpenden: Queen Anne Press. p. 42. ISBN 9-781852-916510.
- ↑ "Malaria No More". www.malarianomore.ork.uk. Retrieved 13 May 2015.
- ↑ "David Beckham Net Worth". The Richest. Retrieved 31 March 2015.[better source needed]