ଡେନୋସୁମାବ

ଏକ ଔଷଧ ଯାହା ଓଷ୍ଟିଓପୋରୋସିସ୍, ହାଡ କର୍କଟ ଏବଂ କର୍କଟ ରୋଗ ଜନିତ ହାଇପରକ୍ୟାଲସେମିଆର ଚିକିତ୍ସା ପାଇଁ ବ୍ୟବହୃ

ଡେନୋସୁମାବ, ବିକ୍ରୟ ନାମମାନ ଯଥାକ୍ରମେ ପ୍ରୋଲିଆ ଏବଂ ଏକ୍ସଗେଭା (Xgeva), ଏକ ଔଷଧ ଯାହା ଓଷ୍ଟିଓପୋରୋସିସ୍, ହାଡ କର୍କଟ ଏବଂ କର୍କଟ ରୋଗ ଜନିତ ହାଇପରକ୍ୟାଲସେମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ ।[୧] ଏହା ସ‌ହିତ କ୍ୟାଲସିୟମ ପରିପୂରକ ଏବଂ ଭିଟାମିନ୍ ଡି ଦିଆଯାଏ ।[୨]

ଡେନୋସୁମାବ
Denosumab injection
Monoclonal antibody
TypeWhole antibody
SourceHuman
TargetRANK ligand
Clinical data
Trade namesProlia, Xgeva
SynonymsAMG-162
AHFS/Drugs.commonograph
MedlinePlusa610023
data
Pregnancy
category
  • AU: D
  • US: N (Not classified yet)
Routes of
administration
Subcutaneous injection
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
BioavailabilityN/A
Metabolismproteolysis
Chemical and physical data
FormulaC6404H9912N1724O2004S50
Molar mass୧,୪୪,୭୨୨.୮0 g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେଲୁଲାଇଟିସ୍, କମ୍ କ୍ୟାଲସିୟମ୍, ଆଲର୍ଜି ପ୍ରତିକ୍ରିୟା ଏବଂ ଅଧଃ ହନୁହାଡ଼ ତ‌ଥା ଉର୍ଦ୍ଧ୍ୱ ହନୁହାଡ଼ () ନଷ୍ଟ

(osteonecrosis of the jaw) ହୋଇଯାଏ । [୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ରାଙ୍କ୍ଲ(RANKL) ସ‌ହିତ ସଂଲଗ୍ନ ହୋଇ ହାଡ଼ ଭାଙ୍ଗୁଥିବା ଓଷ୍ଟିଓକ୍ଲାଷ୍ଟ ସଂଖ୍ୟାକୁ ପ୍ରତିରୋଧ କରି ହ୍ରାସ କରିଥାଏ ।[୩]

୨୦୧୦ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେନୋସୁମାବ ସୁପାରିସ ହୋଇଥିଲା ।[୧][୩] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏହାର ୬୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ £୧୮୦ ଥିଲା। । [୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ୧୨୫୦ ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Denosumab Monograph for Professionals". Drugs.com (in ଇଂରାଜୀ). Archived from the original on 30 April 2021. Retrieved 23 December 2021.
  2. ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 776. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ "Prolia". Archived from the original on 16 September 2021. Retrieved 23 December 2021.
  4. "Prolia Prices, Coupons & Savings Tips - GoodRx". GoodRx. Archived from the original on 8 October 2021. Retrieved 23 December 2021.