ଡି ୱିଣ୍ଟର ସିଣ୍ଡ୍ରୋମ

ଏହା ହୃତ୍‌ପିଣ୍ଡର ରୋଗ ଯାହା ଇସିଜି ଚିତ୍ରରେ ଦେଖି ନିର୍ଣ୍ଣୟ କରାଯାଏ ।

ଡି ୱିଣ୍ଟର ସିଣ୍ଡ୍ରୋମ (ଇଂରାଜୀ ଭାଷାରେ de Winter syndrome) ହେଉଛି ଏକ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ଢାଞ୍ଚା ଯାହା ହଠାତ ବାମ ସମ୍ମୁଖ ଅବତରଣକାରୀ ଧମନୀ ହଠାତ (LAD) ପ୍ରାୟ ଅବରୋଧ ପ୍ରତିନିଧିତ୍ୱ କରେ ।[] [] ଏହାର ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ଅଣନିଶ୍ୱାସ ଏବଂ ସ୍ୱେଦ ନିର୍ଗତ ହୋଇପାରେ ।[]

de Winter syndrome
de Winter pattern,[] de Winter T waves,[] de Winter's T-waves
ECG showing De Winter syndrome with upsloping ST-segment depression and tall symmetrical T-waves in lead V1 to V6
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

ସାଧାରଣତଃ ଏହି ଅବରୋଧ ଯୋଗୁ ହୃତ୍‌ପିଣ୍ଡର ଧମନୀ ଜଡ଼ିତ ହୋଇପାରେ ।[] ସଙ୍କଟ କାରକଗୁଡିକ ଅନ୍ୟ ପ୍ରକାରର ସ୍ୱଳ୍ପ ରକ୍ତ ହୃତ୍‌ପିଣ୍ଡ ରୋଗ ସହିତ ପ୍ରାୟ ସମାନ ।[] ଏହି ରୋଗର କ୍ରିୟାବିଧି ଅସ୍ପଷ୍ଟ କିନ୍ତୁ ଏହା ସବଏଣ୍ଡୋକାର୍ଡିଆଲ୍ ଇସକେମିଆ କିମ୍ବା କୋଲାଟରାଲ ରକ୍ତ ସଞ୍ଚାରଣ ସହିତ ଜଡ଼ିତ ହୋଇପାରେ ।[]

ଇସିଜି ଚିତ୍ରରେ ଉଚ୍ଚତା ଏବଂ ସମୃଦ୍ଧ ଟି ତରଙ୍ଗ ସହିତ ୧ରୁ ୩ ମିଲିମିଟରର ଜେ-ପଏଣ୍ଟରେ ନିମ୍ନ‌ଗାମୀ ଦେଖାଯାଉଥିବା ଏସଟି-ସେଗମେଣ୍ଟ ଦେଖାଯାଉଥିବା ମତେ ରୋଗ ନିର୍ଣ୍ଣୟ କରାଯାଏ ।[]

ପ୍ରାଥମିକ ପରକ୍ୟୁଟାନିଅସ କରୋନାରୀ ହସ୍ତକ୍ଷେପ (PCI) କୁ ପସନ୍ଦ କରାଯାଏ ।[] [] ଡି ୱିଣ୍ଟର ସିଣ୍ଡ୍ରୋମ ଅତି ଅଭାବନୀୟ, ଯାହାକି ପ୍ରାୟ ୨ରୁ ୩% ଲୋକଙ୍କର ଦେଖାଯାଏ ।[] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହାକୁ ପ୍ରଥମେ ୨୦୦୮ ମସିହାରେ ରୋବର୍ଟ ଜେ ଡି ୱିଣ୍ଟର ବର୍ଣ୍ଣନା କରିଥିଲେ ।[] []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Vilela, EM; Braga, JP (January 2022). "DeWinter Pattern". PMID 32491505. {{cite journal}}: Cite journal requires |journal= (help)
  2. ୨.୦ ୨.୧ Buttner, Robert; Burns, Ed; Burns, Robert Buttner and Ed (11 October 2021). "De Winter T Wave". Life in the Fast Lane • LITFL. Archived from the original on 31 October 2021. Retrieved 28 July 2022.
  3. Tzimas, Georgios; Antiochos, Panagiotis; Monney, Pierre; Eeckhout, Eric; Meier, David; Fournier, Stephane; Harbaoui, Brahim; Muller, Olivier; Schläpfer, Jürg (October 2019). "Atypical Electrocardiographic Presentations in Need of Primary Percutaneous Coronary Intervention". The American Journal of Cardiology. 124 (8): 1305–1314. doi:10.1016/j.amjcard.2019.07.027.
  4. Raja, JM; Nanda, A; Pour-Ghaz, I; Khouzam, RN (September 2019). "Is early invasive management as ST elevation myocardial infarction warranted in de Winter's sign?-a "peak" into the widow-maker". Annals of translational medicine. 7 (17): 412. doi:10.21037/atm.2019.07.19. PMID 31660311.{{cite journal}}: CS1 maint: unflagged free DOI (link)