ଡି. ବାଳସୁବ୍ରମଣ୍ୟମ
ଭାରତୀୟ ଅଭିନେତା
(ଡି. ବାଲଶୁଭ୍ରମଣ୍ୟମରୁ ଲେଉଟି ଆସିଛି)
ଡି. ବାଲଶୁଭ୍ରମଣ୍ୟମ ଜଣେ ଭାରତୀୟ ଅଭିନେତା, ଯିଏକି ୧୯୩୦ ଦଶକରୁ ୧୯୫୦ ଦଶକ ଯାଏଁ ଅଭିନୟ ଜଗତରେ ସକ୍ରିୟ ଥିଲା । ସେ ମୁଖ୍ୟତଃ ପୌରାଣିକ କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ଥିଲେ । ତାମିଲ କଥାଚିତ୍ର ଜଗତରେ ସକ୍ରିୟ ଥିବା ଏହି କଳାକାର ଜଣଙ୍କ ଚରିତ୍ର ଅଭିନେତା ଭାବରେ ଅନେକ କଥାଚିତ୍ରରେ କାମ କରିଥିଲେ ।[୧]
ଡି. ବାଲଶୁଭ୍ରମଣ୍ୟମ | |
---|---|
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଡି. ବାଳଶୁଭ୍ରମଣ୍ୟମ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୪୦ – ୧୯୬୦ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭାଷା |
---|---|---|
୧୯୪୦ | କ୍ରିଷ୍ଣନ ଠୁଟୁ | ତାମିଲ |
୧୯୪୨ | ଗଙ୍ଗାବତାର | ତାମିଲ |
୧୯୪୩ | କେବେର କୁଚେଲା | ତାମିଲ |
୧୯୪୪ | ଜଗତଳପ୍ରତାପନ | ତାମିଲ |
ପ୍ରଭାବତୀ | ତାମିଲ | |
ମହାମାୟା | ତାମିଲ | |
୧୯୪୫ | ଏନ୍ ମଗାନ୍ | ତାମିଲ |
୧୯୪୬ | ବାଲ୍ମିକୀ | ତାମିଲ |
ଉଦୟନାନ ବାସବଦତ୍ତ | ତାମିଲ | |
ବିଦ୍ୟାପତି | ତାମିଲ | |
୧୯୪୭ | କନ୍ନିକା | ତାମିଲ |
ପୈଥିୟାକ୍କରନ | ତାମିଲ | |
୧୯୪୮ | ଅଭିମନ୍ୟୁ | ତାମିଲ |
ଜ୍ଞାନ ସୁନ୍ଦରୀ | ତାମିଲ | |
୧୯୪୯ | କ୍ରିଷ୍ଣା ଭକ୍ତି | ତାମିଲ |
ରତ୍ନକୁମର | ତାମିଲ | |
ଭେଲାଇକାରି | ତାମିଲ | |
୧୯୫୦ | ଦିଗମ୍ବର ସମିୟାର | ତାମିଲ |
୧୯୫୧ | ଦେବକୀ | ତାମିଲ |
ସିଙ୍ଗାରି | ତାମିଲ | |
ସୁଦର୍ଶନ | ତାମିଲ | |
ଭାନାସୁନ୍ଦରୀ | ତାମିଲ | |
୧୯୫୨ | କଲ୍ୟାଣୀ | ତାମିଲ |
ଜମିନଦାର | ତାମିଲ | |
୧୯୫୩ | ଅୟୁବୈୟର | ତାମିଲ |
୧୯୫୪ | ପୋନ୍ନି | ତାମିଲ |
ଏନ୍ ମଗାଲ | ତାମିଲ | |
ମଲାଇକ୍କାଲ୍ଲାନ | ତାମିଲ | |
୧୯୫୫ | କାଳବନିନ କଧାଲି | ତାମିଲ |
ମାମନ ମଗାଲ | ତାମିଲ | |
ମେଙ୍କା | ତାମିଲ | |
ପୋର୍ଟର୍ କାଣ୍ଡାନ୍ | ତାମିଲ | |
କାବେରୀ | ତାମିଲ | |
ଗୋମାଥିୟିନ କାଧାଲାନ | ତାମିଲ | |
୧୯୫୬ | ମାୟାବଜାର | ତାମିଲ |
ମଥାର କୁଳ ମଣିକ୍କମ୍ | ତାମିଲ | |
ସାବାଶ ମୀନା | ତାମିଲ | |
୧୯୫୯ | ବନ୍ନାକିଲି | ତାମିଲ |
ପ୍ରେସିଡେଣ୍ଟ ପଞ୍ଚାତଚାରମ୍ | ତାମିଲ | |
ଥାଇ ମଗାଲୁକ୍କୁ କଟ୍ଟିୟା ଥାଲି | ତାମିଲ | |
୧୯୬୦ | ତିଳକମ୍ | ତାମିଲ |
ଆଧାର
ସମ୍ପାଦନା- ↑ Randor Guy (October 20, 2013). "Kaveri (1959)". The Hindu.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଡି. ବାଳସୁବ୍ରମଣ୍ୟମ