ଡିମ୍ବାଣୁ

ସ୍ତ୍ରୀମାନଙ୍କ ଶରୀରରେ ଥିବା ପ୍ରଜନନ କୋଶ

ଡିମ୍ବାଣୁ (ଇଂରାଜୀ: Egg Cell ବା Ovum) ଲୈଙ୍ଗିକ ପ୍ରଜନନ କରୁଥିବା ପ୍ରାଣୀ ଏବଂ ଉଦ୍ଭିଦମାନଙ୍କଠାରେ ଥିବା ଏକ ପ୍ରଜନନ କୋଷ ତଥା ସ୍ତ୍ରୀଯୁଗ୍ମକ ।[୧] ପଶୁ ଏବଂ ଏମ୍‌ବ୍ରୋଫାଇଟ୍ ଉଭୟଙ୍କ ଡିମ୍ବାଣୁ ଉତ୍ପନ୍ନ କରିଥାନ୍ତି । ଡିମ୍ବାଣୁ ମୁଖ୍ୟତଃ କ୍ରିୟାଶୀଳ ଅବସ୍ଥାରେ ନ ଥାଏ ।[୨] ଶୁକ୍ରାଣୁ ତୁଳନାରେ ଡିମ୍ବାଣୁ ଅପେକ୍ଷାକୃତ ବଡ଼ ହୋଇଥାଏ ଏବଂ ଖାଲି ଆଖିରେ ଦେଖିହୁଏ । ଏହି ଡିମ୍ବାଣୁ ଯେତେବେଳେ ଶୁକ୍ରାଣୁ ସଂସ୍ପର୍ଶରେ ଆସି ଗର୍ଭାଧାନ ହୁଏ, ଡିପ୍ଲଏଡ଼ କୋଷ ତଥା ଯୁଗ୍ମକ ସୃଷ୍ଟି ହୋଇଥାଏ ।

ଡିମ୍ବାଣୁ
Gray3.png
କୋରୋନା ରେଡିଏଟାଦ୍ୱାରା ଆଛାଦିତ ଏକ ମଣିଷର ଡିମ୍ବାଣୁ

ଛବିସମ୍ପାଦନ କରନ୍ତୁ

ଏକ ଶୁକ୍ରାଣୁ ଡିମ୍ବାଣୁ ମଧ୍ୟରେ ପ୍ରବେଶ କରୁଥିବାର ଦୃଶ୍ୟ 
ଡିମାଣୁର ଉର୍ବରଣ ପ୍ରକ୍ରିୟା (ଉପରୁ ତଳକୁ) 

ଆଧାରସମ୍ପାଦନ କରନ୍ତୁ

  1. "What is an Ovum? (with pictures)". wiseGEEK. Retrieved 11 October 2018.
  2. "Ovum | physiology". Encyclopedia Britannica (in ଇଂରାଜୀ). Retrieved 11 October 2018.

ବାହାର ଆଧାରସମ୍ପାଦନ କରନ୍ତୁ