ଡିଫେଲାଇକଫଲିନ (ଇଂରାଜୀ ଭାଷାରେ Difelikefalin), କୋର୍ସୁଭା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ବୃକ୍‌କ ରୋଗ ଯୋଗୁ ହେମୋଡାଏଲିସିସ୍ ରୋଗୀଙ୍କଠାରେ ଗଲୁ ଉପଶମ ପାଇଁ ବ୍ୟବହୃତ ହୁଏ ।[୪] ଏହା ମଧ୍ୟମରୁ ଗୁରୁତର କ୍ଷେତ୍ରରେ ବ୍ୟବହୃତ ହୋଇପାରେ ।[୬] ଡାଏଲିସିସ ଶେଷରେ ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ | [୪]

ଡିଫେଲାଇକଫଲିନ
Clinical data
Trade namesKorsuva, Kapruvia
SynonymsCR845, FE-202845, D-Phe-D-Phe-D-Leu-D-Lys-[γ-(4-N-piperidinyl)amino carboxylic acid][୨]
AHFS/Drugs.commonograph
data
Routes of
administration
Intravenous[୧]
Legal status
Legal status
Pharmacokinetic data
Bioavailability100% (IV)[୫]
MetabolismNot metabolized[୫]
Elimination half-life2 hours[୫]
ExcretionExcreted as unchanged
drug via bile and urine[୫]
Identifiers
  • 4-amino-1-[(2R)-6-amino-2-[[(2R)-2-[[(2R)-2-[[(2R)-2-amino-3-phenylpropanoyl]amino]-3-phenylpropanoyl]amino]-4-methylpentanoyl]amino]hexanoyl]piperidine-4-carboxylic acid
Chemical and physical data
FormulaC36H53N7O6
Molar mass୬୭୯.୮୬ g·mol−1
3D model (JSmol)
  • CC(C)C[C@H](C(=O)N[C@H](CCCCN)C(=O)N1CCC(CC1)(C(=O)O)N)NC(=O)[C@@H](CC2=CC=CC=C2)NC(=O)[C@@H](CC3=CC=CC=C3)N
  • InChI=1S/C36H53N7O6/c1-24(2)21-29(32(45)40-28(15-9-10-18-37)34(47)43-19-16-36(39,17-20-43)35(48)49)42-33(46)30(23-26-13-7-4-8-14-26)41-31(44)27(38)22-25-11-5-3-6-12-25/h3-8,11-14,24,27-30H,9-10,15-23,37-39H2,1-2H3,(H,40,45)(H,41,44)(H,42,46)(H,48,49)/t27-,28-,29-,30-/m1/s1
  • Key:FWMNVWWHGCHHJJ-SKKKGAJSSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡ ବୁଲାଇବା, ଅଇ, ପଡ଼ିଯିବାର ଆଶଙ୍କା, ଉଚ୍ଚ ରକ୍ତ ପୋଟାସିୟମ୍, ମୁଣ୍ଡବିନ୍ଧା ଏବଂ ନିଦ୍ରା:ଭାବ ହୋଇପାରେ ।[୪] ଯକୃତ ଜନିତ ସମସ୍ୟା ଥିବା ଲୋକଙ୍କଠାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[୪] ଏହା ଏକ କପ୍ପା ଓପିଓଏଡ ରିସେପ୍ଟର ଆଗୋନିଷ୍ଟ (KOR) ଯାହା ଗଲୁ ଏବଂ ପ୍ରଦାହକୁ ହ୍ରାସ କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ନାୟୁ ଏବଂ ପ୍ରତିରକ୍ଷା କୋଷ ସହିତ ସଂଯୁକ୍ତ ହୋଇଥାଏ ।[୧]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡିଫେଲାଇକଫଲିନ ଅନୁମୋଦିତ ହୋଇଥିଲା ।[୪] [୧] ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଏକ ଭାଏଲ ପିଛା ୪୨୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୨୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Kapruvia EPAR". European Medicines Agency (EMA). 22 February 2022. Archived from the original on 6 May 2022. Retrieved 28 April 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  2. Janecka A, Perlikowska R, Gach K, Wyrebska A, Fichna J (2010). "Development of opioid peptide analogs for pain relief". Curr. Pharm. Des. 16 (9): 1126–35. doi:10.2174/138161210790963869. PMID 20030621.
  3. https://pdf.hres.ca/dpd_pm/00066996.PDF Archived 2022-10-01 at the Wayback Machine. ଛାଞ୍ଚ:Bare URL PDF
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Korsuva- difelikefalin injection, solution". DailyMed. Archived from the original on 12 September 2021. Retrieved 12 September 2021.
  5. ୫.୦ ୫.୧ ୫.୨ ୫.୩ Raymond S. Sinatra; Jonathan S. Jahr; J. Michael Watkins-Pitchford (14 October 2010). The Essence of Analgesia and Analgesics. Cambridge University Press. pp. 490–491. ISBN 978-1-139-49198-3.
  6. ୬.୦ ୬.୧ "Difelikefalin". SPS - Specialist Pharmacy Service. 10 December 2015. Archived from the original on 24 October 2021. Retrieved 28 October 2022.
  7. Watnick, Suzanne; Butler, Catherine R. (August 2022). "Difelikefalin: A Novel Therapy for Dialysis Patient Care". Kidney Medicine. 4 (8): 100519. doi:10.1016/j.xkme.2022.100519.