ଡିଗ୍ଗି ରାଜମହଲ
ଡିଗ୍ଗି ରାଜମହଲ , ( ବର୍ତମାନ ଡିଗ୍ଗି ରାଜମହଳ ହୋଟେଲ ) ଭାରତୀୟ ରାଜ୍ୟ ରାଜସ୍ଥାନର ଜୟପୁରଠାରେ ସ୍ଥିତ ଏକ ପୁରାତନ ରାଜମହଳ ।[୧][୨] ଏହାକୁ ବର୍ତମାନ ଏକ ଏଇତିହ ହୋଟେଲରେ ପରିଣତ କରାଯାଇଛି । [୩] ଏଠାରେ 2006 ମସିହାରୁ ଜଯପୁର ସାହିତ୍ୟ ସମାବେଶ ପ୍ରତିବର୍ଷ ଅନୁଷ୍ଠିତ ହେଇଥାଏ । .[୪][୫]
ଇତିହାସ ସମ୍ପାଦନ କରନ୍ତୁ
ଏଠାରେ ଥିବା ହାବେଳି ବା ପ୍ରସାଦକୁ ପୂର୍ବତନ ଡିଗ୍ଗି ନାମକ ଠିକଣା ବା ଇଷ୍ଟେଟର ଠାକୁରଙ୍କ ମାଲିକାନାରେ ଥିଲା । ଡିଗ୍ଗି ସ୍ଥାନଟି ଜଯପୁର ଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ । ଏହା ଜୟପୁରର ଅନନ୍ୟ ମହଲ ମାନଙ୍କ ପରି ପ୍ରାଚୀନ ନୁହେଁ । ଏହା 1980 ମସିହାରେ ନିର୍ମିତ ହେଇଥିଲା । ତେବେ ଏହାକୁ 1991 ମସିହାରେ ପୁନର୍ବିନ୍ୟାସ ଓ ପରିବର୍ଦ୍ଧନ କରାଯାଇ ଏହାକୁ ତାହାର ମାଲିକ ଠାକୁର ରାମା ପ୍ରସାଦ ସିଂହ ଡିଗ୍ଗିଙ୍କଦ୍ୱାରା ହୋଟେଲରେ ପରିଣତ କରାଗଲା ।
ଆଧାର ସମୂହ ସମ୍ପାଦନ କରନ୍ତୁ
- ↑ "Not being at Diggi Palace". The Week. Retrieved 28 January 2012. More than one of
|accessdate=
and|access-date=
specified (help) - ↑ "Review:Diggi Palace". New York Times.
- ↑ "Take me to the Jaipur palace". The Australian. June 12, 2010.
- ↑ "Rushdie gag order highlights India's battle for free speech". Sydney Morning Herald. Retrieved 28 January 2012. More than one of
|accessdate=
and|access-date=
specified (help) - ↑ "Jaipur Literature Festival: Literati glitterati weekend in India". CNNGo. 18 January 2010.
ବାହ୍ୟ ସଂଯୋଗ ସମ୍ପାଦନ କରନ୍ତୁ
This article about a palace in India is a stub. You can help Wikipedia by expanding it. |