ଡାହୁକ ଚଢେ‍ଇ

ପକ୍ଷୀ

ଡାହୁକ (ଇଂରାଜୀ ନାମ white-breasted waterhen, ଜୀବ ବିଜ୍ଞାନ ନାମ Amaurornis phoenicurus) ହେଉଛି ଏକ ରେଲ ଓ କ୍ରେକ ପରିବାରର ଜଳପକ୍ଷୀ ଯାହାକି ଭାରତୀୟ ଉପମହାଦେଶ ତଥା ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ[୨] । ସଧାରଣତଃ ସେମାନଂକ ଦେହର ରଂଗ ଗାଢ ସ୍ଲେଟ (କଳା) ହୋଇଥାଏ, ତଥା ସେମାନଂକ ମୁହଁ, ଛାତି ଓ ପେଟ ସଫା ଧଳା ରଂଗର ହୋଇଥାଏ । ସେମାନେ କିଛି ମାତ୍ରାରେ ଅନ୍ୟାନ୍ୟ ରେଲ ପ୍ରଜାତିର ଚଢେ‍ଇଂକଠାରୁ ସାହାସୀ, ଅନେକ ସମୟରେ ଖୋଲା ସଂତସଂତିଆ ସ୍ଥାନ ଏପରିକି ବ୍ୟସ୍ତବହୁଳ ରାସ୍ତା ନିକଟ ନାଳ ମାନଂକରେ ନିଜର ଲାଂଜକୁ ଉପରକୁ ଟେକି ଚାଲି ଥାଆଂତି । ଏମାନେ ସାଧାରଣତଃ ଉଷା ତଥା ଗୋଧୂଳି (ଅର୍ଥାତ ସକାଳ ଓ ସଂଧ୍ୟା) ସମୟରେ ସକ୍ରିୟ ଥାଆଂତି ।

ଡାହୁକ
ବୟସ୍କ A. p. javanicus ବାଲି, ଇ‍ଣ୍ଡୋନେସିଆ
ସନ୍ଧ୍ୟା ସମୟରେ ବାଂଗାଲୋରଠାରେ ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Gruiformes
କୁଳ: Rallidae
ପ୍ରଜାତି: Amaurornis
ଜାତି: A. phoenicurus
ବାଇନୋମିଆଲ ନାମ
Amaurornis phoenicurus
Pennant, 1769
     approximate range
Synonyms

Erythra phoenicura

ଆଧାର ସମ୍ପାଦନା

  1. "Amaurornis phoenicurus". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. "White-breasted waterhen". Wikipedia, the free encyclopedia. ଉଇକିପିଡ଼ିଆ. Retrieved 17 May 2018.