ଡାର୍କ ୱେବ
ଡାର୍କ ୱେବ ହେଉଛି ୱାର୍ଲଡ଼ ୱାଇଡ଼ ୱେବର ଏପରି ଏକ ଅଂଶ ଯାହା ଡାର୍କ ନେଟରେ ପରିଚାଳିତ ହୋଇଥାଏ । ଡାର୍କ ୱେବରେ ଥିବା ତଥ୍ୟକୁ ହାସିଲ କରିବା ପାଇଁ କିଛି ବିଶେଷ ସଫ୍ଟୱେର ଏବଂ ପ୍ରଣାଳୀ ଆବଶ୍ୟକ ।[୧][୨] ଡାର୍କ ୱେବ ଡିପ ୱେବର ଏକ ଛୋଟ ଅଂଶ ପ୍ରସ୍ତୁତ କରିଥାଏ । ଡ଼ିପ ୱେବ ଇଣ୍ଟରନେଟର ଏପରି ଏକ ଅଂଶ ଯାହା କି ସନ୍ଧାନୀ ସଫ୍ଟୱେୟାରଦ୍ୱାରା ଈଂଡେ଼କ୍ସ ହୋଇ ନଥାଏ । ଡାର୍କ ୱେବ ଏବଂ ଡ଼ିପ ୱେବ ଏକା ପ୍ରକାରର ଲାଗୁ ଥିଲେ ମଧ୍ୟ ସେମାନଙ୍କୁ ସମାନ ବୋଲି ଭାବିନେବା ଠିକ ନୁହେଁ ।[୩][୪][୫][୬][୭]
ଡାର୍କ ୱେବକୁ ଧାରଣ କରୁଥିବା ଡାର୍କ ନେଟ କେତେକ ପୀୟର ଟୁ ପୀୟର ନେଟୱର୍କ ଏବଂ ଟୋର, ଆଇ ଟୁ ପି ଭଳି ନେଟୱର୍କକୁ ନେଇ ପ୍ରସ୍ତୁତ ହୋଇ ଥାଏ । ଏନକ୍ରିପ୍ସନ ନଥିବାରୁ ଡାର୍କ ନେଟକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ, ସାଧାରଣ ୱେବକୁ କ୍ଲିୟରନେଟ ବୋଲି ମଧ୍ୟ କହିଥାନ୍ତି ।
ଆଧାର
ସମ୍ପାଦନା- ↑ Greenberg, Andy (19 November 2014). Wired https://www.wired.com/2014/11/hacker-lexicon-whats-dark-web/. Retrieved 27 August 2015.
{{cite news}}
: Missing or empty|title=
(help); Unknown parameter|le=
ignored (help) - ↑ Egan, Matt (12 January 2015). "What is the dark web? How to access the dark website – How to turn out the lights and access the dark web (and why you might want to)". Retrieved 18 June 2015.
- ↑ Solomon, Jane (6 May 2015). "The Deep Web vs. The dark web". Retrieved 26 May 2015.
- ↑ Greenberg, Andy (19 November 2014). "Hacker Lexicon: What Is the dark web?". Wired. Retrieved 6 June 2015."Clearing Up Confusion – Deep Web vs. dark web". BrightPlanet. Archived from the original on 2015-05-16. Retrieved 2017-08-23.
- ↑ NPR Staff (25 May 2014). "Going Dark: The Internet Behind The Internet". Retrieved 29 May 2015.
- ↑ The dark web Revealed. Popular Science. . pages 20–21
- ↑ Greenberg, Andy (19 November 2014). "Hacker Lexicon: What Is the dark web?". Wired. Retrieved 6 June 2015.