ଡାକ୍ନେଶ୍ଵରୀ ମନ୍ଦିର

ନେପାଳର ଏକ ହିନ୍ଦୁ ମନ୍ଦିର ଓ ତୀର୍ଥ ସ୍ଥାନ ।

ଡାକ୍ନେଶ୍ୱରୀ ମନ୍ଦିର (ନେପାଳୀ ଭାଷାରେ: डाक्नेश्वरी मन्दिर) ଦକ୍ଷିଣ ପୂର୍ବ ନେପାଳର ଏକ ହିନ୍ଦୁ ମନ୍ଦିର ଓ ଶକ୍ତି ପୀଠ । ଏଠାକାର ଦେବୀଙ୍କୁ ଡାକ୍ନେଶ୍ୱରୀ କୁହାଯାଏ । ଏହା ସପ୍ତାରି ଜିଲ୍ଲାର ଡାକ୍ନେଶ୍ୱରୀ ମ୍ୟୁନିସିପାଲଟିରେ ଥିବା ପାଟୋ ବଜାରରେ ଅବସ୍ଥିତ । ଏଠାକୁ ଭାରତ ନେପାଳର ତୀର୍ଥଯାତ୍ରୀମାନେ ଦର୍ଶନ କରିବାକୁ ଆସନ୍ତି, ବିଶେଷତଃ ଦଶଇନରୁ[୧] ସେଠାରେ ହଜାର ହଜାର ଛେଳି ବଳି ଦେବାକୁ ଆସନ୍ତି ।[୨]

ଡାକ୍ନେଶ୍ୱରୀ ମନ୍ଦିର
ଡାକ୍ନେଶ୍ୱରୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtସପ୍ତରି
ଦେବାଦେବୀଡାକ୍ନେଶ୍ୱରୀ ଭଗବତୀ
Festivalsବଡ଼ ଦଶୈନ
Location
ସ୍ଥାନପଟୋ, ରାଜବିରାଜ
Stateସାଗରମଥା
Countryନେପାଳ
ଡାକ୍ନେଶ୍ଵରୀ ମନ୍ଦିର is located in Nepal
ଡାକ୍ନେଶ୍ଵରୀ ମନ୍ଦିର
ଡାକ୍ନେଶ୍ୱରୀ ମନ୍ଦିର, ନେପାଳ
ଭୌଗଳିକ ଅବସ୍ଥିତି26°31′N 86°37′E / 26.51°N 86.62°E / 26.51; 86.62
Architecture
Typeପଗୋଡ଼ା ଶୈଳୀ
Specifications
Temple(s)
Inscriptionsଶିଳାଲେଖ
Elevation76 m (249 ft)

ଇତିହାସ ସମ୍ପାଦନା

ଏହି ମନ୍ଦିର ୧୯୯୦ ମସିହାରେ ପୁନର୍ନିର୍ମାଣ କରାଯାଇଥିଲା ।[୨]

ତୀର୍ଥଯାତ୍ରା ସମ୍ପାଦନା

ପ୍ରତିବର୍ଷ ନେପାଳ, ଭାରତ ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଦଶଇନ ପର୍ବରେ ବଳି ଦେବାକୁ ହଜାର ହଜାର ଯାତ୍ରୀ ଏହି ମନ୍ଦିରକୁ ଆସନ୍ତି ।[୩]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Maha Asthami observed today". ekantipur.com. Archived from the original on 2014-11-11. Retrieved 2018-09-08.
  2. ୨.୦ ୨.୧ "The Goddess with Severed Head". Boss Nepal. Archived from the original on 2016-01-13. Retrieved 2022-09-12.
  3. Dāsa, Harikāntalāla (2003). Saptarī Jillākā pramukha sāṃskr̥tika sthalaharu : eka adhyayana : laghuanusandhānakārya. Nepāla Rājakīya Prajñā-Pratishṭhāna. p. 120. ISBN 9789993350569.

ବାହ୍ୟ ଲିଙ୍କ ସମ୍ପାଦନା

Cultural heritage sites in Saptari

Hindu temples in Nepal