ଡମଡମଣି ପୀଠ

ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳୀ

ଡମଡମଣି ପୀଠ ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳୀ । ଏଠାରେ ହିନ୍ଦୁ ଦେବୀ ଡମଡମଣି ଓ ମା ବନଦୁର୍ଗାଙ୍କ ମନ୍ଦିର ରହିଛି । ବିଶେଷ କରି ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣିରେ ଏଠାକୁ ଭକ୍ତମାନେ ଦର୍ଶନ ପାଇଁ ଆସିଥାନ୍ତି । ନିକଟରେ ଏକ ଝରଣା ମଧ୍ୟ ରହିଛି ଓ ସେଠାରେ ବଣଭୋଜି ପାଇଁ ଲୋକସମାଗମ ହୋଇଥାଏ । ଏହି ସ୍ଥାନଟି ଆଖପାଖରେ ପର୍ବତ ଏବଂ ଜଙ୍ଗଲ ରହିଛି ।[୧][୨]

ଅବସ୍ଥାନ ସମ୍ପାଦନା

ଡମଡମଣି ପୀଠ କଟକ ଜିଲ୍ଲାସ୍ଥିତ ଚୌଦ୍ୱାରଠାରୁ ୧୨ କି.ମି ଦୂରରେ ଏବଂ କଟକ ସହରଠାରୁ ୩୦ କିଲୋମଟର ଦୂରରେ ଅବସ୍ଥିତ ।

ଆଧାର ସମ୍ପାଦନା

  1. "Damadamani Pitha | District Cuttack , Government of Odisha | India" (in Indian English). Retrieved 2023-02-26.
  2. "ଡମଡମଣି ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ". Argus News (in ଇଂରାଜୀ). Retrieved 2023-03-01.