ଟ୍ରୋଫିନେଟାଇଡ

ରେଟ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଟ୍ରୋଫିନେଟାଇଡ (ଇଂରାଜୀ ଭାଷାରେ Trofinetide), ଡେବୁ (Daybue) ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ରେଟ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅତିକମରେ ଦୁଇ ବର୍ଷ ବୟସ୍କ ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେଦିଆଯାଏ ।[]

ଟ୍ରୋଫିନେଟାଇଡ
Clinical data
Trade namesDaybue
SynonymsNNZ-2566
data
Routes of
administration
By mouth
Legal status
Legal status
Pharmacokinetic data
Bioavailability84%
MetabolismInsignificant
Elimination half-life~ 1.5 h
ExcretionUrine
Identifiers
  • (2S)-2-{[(2S)-1-(2-aminoacetyl)-2-methylpyrrolidine-2-carbonyl]amino}pentanedioic acid
Chemical and physical data
FormulaC13H21N3O6
Molar mass୩୧୫.୩୩ g·mol−1
3D model (JSmol)
  • C[C@]1(CCCN1C(=O)CN)C(=O)N[C@@H](CCC(=O)O)C(=O)O
  • InChI=1S/C13H21N3O6/c1-13(5-2-6-16(13)9(17)7-14)12(22)15-8(11(20)21)3-4-10(18)19/h8H,2-7,14H2,1H3,(H,15,22)(H,18,19)(H,20,21)/t8-,13-/m0/s1
  • Key:BUSXWGRAOZQTEY-SDBXPKJASA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଲ ଝାଡ଼ା ଏବଂ ବାନ୍ତି ହୋଇପାରେ ।[] ଓଜନ ହ୍ରାସ ହୋଇପାରେ ।[] ଗୁରୁତ୍ୱପୂର୍ଣ୍ଣ ବୃକ୍‌କ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା କିପରି କାମ କରେ, ତାହା ଅସ୍ପଷ୍ଟ ।[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟ୍ରୋଫିନେଟାଇଡ ଅନୁମୋଦିତ ହୋଇଥିଲା ।[] ଯେଉଁମାନଙ୍କର ଓଜନ ୧୨ କିଲୋଗ୍ରାମରୁ କମ୍, ସେମାନଙ୍କ ପାଇଁ ବର୍ଷକୁ ପ୍ରାୟ ୩୮୫,୦୦୦ ଡଲାର୍ ଖର୍ଚ୍ଚ ହୁଏ, ଯେଉଁମାନଙ୍କର ୫୦ କିଲୋଗ୍ରାମରୁ ଅଧିକ, ତାଙ୍କ ପାଇଁ ୨୦୨୩ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ବାର୍ଷିକ ପ୍ରାୟ ୯୨୪,୦୦୦ ଡଲାର୍ ଖର୍ଚ୍ଚ ହୋଇପାରେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "DailyMed - DAYBUE- trofinetide solution". dailymed.nlm.nih.gov. Archived from the original on 2 July 2023. Retrieved 12 June 2023.
  2. "FDA Approves First Treatment for Rett syndrome". Formulary Watch (in ଇଂରାଜୀ). 13 March 2023. Archived from the original on 22 May 2023. Retrieved 12 June 2023.