ଟ୍ରାଇମେଥୋପ୍ରିମ
ଟ୍ରାଇମେଥୋପ୍ରିମ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ମୂଖ୍ୟତଃ ମୁତ୍ରପଥ ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧] ଅନ୍ୟ ରୋଗ ଯଥା:- ତୀବ୍ର ମଧ୍ୟ କର୍ଣ୍ଣ ସଂକ୍ରମଣ ଓ ପର୍ଯ୍ୟଟକ ତରଳ ଝାଡ଼ା ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ । ଏଚଆଇବି ରୋଗୀଙ୍କର ନିମୋସିସ୍ଟକ ନିମୋନିଆ ହୋଇଥିଲେ ଟ୍ରାଇମେଥୋପ୍ରିମ ସହିତ ସଲଫାମେଥୋକ୍ସାଜୋଲ ବା ଡାପସୋନ ମିଶେଇ ଦିଆଯାଏ ।[୧][୨] ଏହି ଔଷଧ ଖାଇବାକୁ ଦିଆଯାଏ ।[୧]
Clinical data | |
---|---|
Pronunciation | /traɪˈmɛθəprɪm/ |
Trade names | Proloprim, Monotrim, Triprim, others |
AHFS/Drugs.com | monograph |
MedlinePlus | a684025 |
data |
|
Pregnancy category | |
Routes of administration | Oral |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 90–100% |
Protein binding | 44% |
Metabolism | hepatic |
Elimination half-life | 8-12 hours |
Excretion | Urine (50–60%), faeces (4%) |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.010.915 |
Chemical and physical data | |
Formula | C14H18N4O3 |
Molar mass | 290.32 g/mol |
3D model (JSmol) | |
| |
| |
(verify) |
ଟ୍ରାଇମେଥୋପ୍ରିମର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ସ୍ୱାଦ ପରିବର୍ତ୍ତନ ଓ ରାସ୍ ମୂଖ୍ୟ । କ୍ୱଚିତ ପ୍ଲାଟେଲେଟ ବା ଶ୍ୱେତ ରକ୍ତ କଣିକା ସଂଖ୍ୟା କମିଯିବା ଦେଖାଯାଏ । ଏହା ଯୋଗୁ ସୂର୍ଯ୍ୟାଲୋକ ସମ୍ବେଦନଶୀଳ ହୋଇପାରେ ।[୧] ଗର୍ଭାବସ୍ଥାରେ ପଶୁମାନଙ୍କର ହାନୀ ହେଲେ ମଧ୍ୟ ମହିଳାଙ୍କର ହାନୀ ଦେଖାଯାଇ ନାହିଁ ।[୩] ଜୀବାଣୁ ଦେହରେ ଫୋଲେଟ ମେଟାବୋଲିଜ୍ମ ପ୍ରତିରୋଧ କରି ଏହା ତାହାକୁ ମାରିଦିଏ ।[୧]
ଟ୍ରାଇମେଥୋପ୍ରିମ ପ୍ରଥମେ ସନ ୧୯୬୨ରେ ବ୍ୟବହୃତ ହେଲା ।[୪]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । [୬] ଆମେରିକାରେ ଏହାର ୧୦ ଦିନର ଖର୍ଚ୍ଚ ୨୧ ଆମେରିକୀୟ ଡଲାର ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Trimethoprim". The American Society of Health-System Pharmacists. Retrieved Aug 1, 2015.
- ↑ Masur, H; Brooks, JT; Benson, CA; Holmes, KK; Pau, AK; Kaplan, JE; National Institutes of, Health; Centers for Disease Control and, Prevention; HIV Medicine Association of the Infectious Diseases Society of, America (May 2014). "Prevention and treatment of opportunistic infections in HIV-infected adults and adolescents: Updated Guidelines from the Centers for Disease Control and Prevention, National Institutes of Health, and HIV Medicine Association of the Infectious Diseases Society of America". Clinical infectious diseases : an official publication of the Infectious Diseases Society of America. 58 (9): 1308–11. PMID 24585567.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ Huovinen, P (1 June 2001). "Resistance to trimethoprim-sulfamethoxazole". Clinical infectious diseases : an official publication of the Infectious Diseases Society of America. 32 (11): 1608–14. PMID 11340533.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 113. ISBN 9781284057560.