ଟ୍ରାଇଫ୍ଲୁରିଡାଇନ

ଏହା ଏକ ଭୂତାଣୁରୋଧୀ ଔଷଧ ଯାହା ଆଖିର ହର୍ପେସ୍ ସିମ୍ପଲେକ୍ସ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଟ୍ରାଇଫ୍ଲୁରିଡାଇନ (ଇଂରାଜୀ ଭାଷାରେ Trifluridine), ଯାହାକୁ ଟ୍ରାଇଫ୍ଲୋରୋଥାଇମିଡାଇନ୍ ( TFT ) ମଧ୍ୟ କୁହାଯାଏ, ଏକ ଭୂତାଣୁରୋଧୀ ଔଷଧ ଯାହା ଆଖିର ହର୍ପେସ୍ ସିମ୍ପଲେକ୍ସ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖିର ଭାକସିନିଆ ସଂକ୍ରମଣ ପାଇଁ ମଧ୍ୟ ବ୍ୟବହୃତ ହୁଏ ଯାହା ବସନ୍ତ ଟୀକାକରଣ ପରେ ହୋଇପାରେ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧]

Trifluridine
Clinical data
Trade names Viroptic; Lonsurf (+tipiracil)
Other names α,α,α-trifluorothymidine; 5-trifluromethyl-2′-deoxyuridine; FTD5-trifluoro-2′-deoxythymidine; TFT; CF3dUrd; FTD; F3TDR; F3Thd
AHFS/Drugs.com Monograph
License data
Routes of<br><br>administration Eye drops; tablets (+tipiracil)
Drug class Antiviral
Legal status
Legal status
  • <abbr class="country-name" title="<nowiki>Canada</nowiki>">CA: ℞-only
  • <abbr class="country-name" title="<nowiki>United States</nowiki>">US: ℞-only
Pharmacokinetic data
Bioavailability Negligible (eye drops);

≥57% (by mouth)
Protein binding >96%
Metabolism Thymidine phosphorylase
Elimination <span class="nowrap">half-life</span> 12 minutes (eye drops);

1.4–2.1 hrs (combination with tipiracil)
Excretion Mostly via urine
Identifiers
IUPAC name
  • 1-[4-Hydroxy-5-(hydroxymethyl)oxolan-2-yl]-5-(trifluoromethyl)-(1H,3H)-pyrimidine-2,4-dione
Chemical and physical data
Formula C10H11F3N2O5
Molar mass 296.202 g·mol−1
3D model (JSmol)
SMILES
  • FC(F)(F)C=1C(=O)NC(=O)N(C=1)[C@@H]2O[C@@H]([C@@H](O)C2)CO
InChI
  • InChI=1S/C10H11F3N2O5/c11-10(12,13)4-2-15(9(19)14-8(4)18)7-1-5(17)6(3-16)20-7/h2,5-7,16-17H,1,3H2,(H,14,18,19)/t5-,6+,7+/m0/s1 checkY
  • Key:VSQQQLOSPVPRAZ-RRKCRQDMSA-N checkY
 ☒NcheckY (what is this?)  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିରୁ ଅଧିକ ଜଳ ବାହାରିବା, ଆଖିପତା ଫୁଲିଯିବା ଏବଂ ଆଖିର ଲାଲ ରଙ୍ଗ ହୋଇପାରେ ।[୧] ଭୂତାଣୁ ଡିଏନଏ ସୃଷ୍ଟି ବନ୍ଦ କରି ଏହା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[୧]

୧୯୮୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାଇଫ୍ଲୁରିଡାଇନ ଅନୁମୋଦିତ ହୋଇଥିଲା ।[୧] [୨] ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ଭାଇରୋପଟିକ ବାଣିଜ୍ୟ ନାମରେ ମଧ୍ୟ ବିକ୍ରି ହୁଏ ।[୩] [୧] ଯୁକ୍ତରାଷ୍ଟ୍ରରେ ଏହାର ୭.୫ ମିଲି ବିଶିଷ୍ଟ ପାତ୍ରର ମୂଲ୍ୟ ପ୍ରାୟ ୭୪ ଡଲାର ଅଟେ ।[୩] ଏହା ମଧ୍ୟ କର୍କଟ ବିରୋଧୀ ଔଷଧ ଟ୍ରାଇଫ୍ଲୁରିଡାଇନ/ଟିପିରାସିଲର ଏକ ଉପାଦାନ | [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Trifluridine Monograph for Professionals". Drugs.com. Archived from the original on 21 September 2021. Retrieved 19 September 2021.
  2. Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2020-09-20.
  3. ୩.୦ ୩.୧ "Viroptic Prices, Coupons & Savings Tips - GoodRx". GoodRx. Archived from the original on 13 October 2016. Retrieved 19 September 2021.
  4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 969. ISBN 978-0-85711-369-6.{{cite book}}: CS1 maint: date format (link)