ଟ୍ରାଇଫ୍ଲୁରିଡାଇନ
ଟ୍ରାଇଫ୍ଲୁରିଡାଇନ (ଇଂରାଜୀ ଭାଷାରେ Trifluridine), ଯାହାକୁ ଟ୍ରାଇଫ୍ଲୋରୋଥାଇମିଡାଇନ୍ ( TFT ) ମଧ୍ୟ କୁହାଯାଏ, ଏକ ଭୂତାଣୁରୋଧୀ ଔଷଧ ଯାହା ଆଖିର ହର୍ପେସ୍ ସିମ୍ପଲେକ୍ସ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖିର ଭାକସିନିଆ ସଂକ୍ରମଣ ପାଇଁ ମଧ୍ୟ ବ୍ୟବହୃତ ହୁଏ ଯାହା ବସନ୍ତ ଟୀକାକରଣ ପରେ ହୋଇପାରେ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧]
Clinical data | |
---|---|
Trade names | Viroptic; Lonsurf (+tipiracil) |
Other names | α,α,α-trifluorothymidine; 5-trifluromethyl-2′-deoxyuridine; FTD5-trifluoro-2′-deoxythymidine; TFT; CF3dUrd; FTD; F3TDR; F3Thd |
AHFS/Drugs.com | Monograph |
License data |
|
Routes of </nowiki> </nowiki>administration |
Eye drops; tablets (+tipiracil) |
Drug class | Antiviral |
Legal status | |
Legal status |
|
Pharmacokinetic data | |
Bioavailability | Negligible (eye drops); ≥57% (by mouth) |
Protein binding | >96% |
Metabolism | Thymidine phosphorylase |
Elimination half-life</nowiki> | 12 minutes (eye drops); 1.4–2.1 hrs (combination with tipiracil) |
Excretion | Mostly via urine |
Identifiers | |
IUPAC name
| |
Chemical and physical data | |
Formula | C10H11F3N2O5 |
Molar mass | 296.202 g·mol−1 |
3D model (JSmol) | |
SMILES
| |
InChI
| |
(what is this?) (verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିରୁ ଅଧିକ ଜଳ ବାହାରିବା, ଆଖିପତା ଫୁଲିଯିବା ଏବଂ ଆଖିର ଲାଲ ରଙ୍ଗ ହୋଇପାରେ ।[୧] ଭୂତାଣୁ ଡିଏନଏ ସୃଷ୍ଟି ବନ୍ଦ କରି ଏହା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[୧]
୧୯୮୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାଇଫ୍ଲୁରିଡାଇନ ଅନୁମୋଦିତ ହୋଇଥିଲା ।[୧] [୨] ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ଭାଇରୋପଟିକ ବାଣିଜ୍ୟ ନାମରେ ମଧ୍ୟ ବିକ୍ରି ହୁଏ ।[୩] [୧] ଯୁକ୍ତରାଷ୍ଟ୍ରରେ ଏହାର ୭.୫ ମିଲି ବିଶିଷ୍ଟ ପାତ୍ରର ମୂଲ୍ୟ ପ୍ରାୟ ୭୪ ଡଲାର ଅଟେ ।[୩] ଏହା ମଧ୍ୟ କର୍କଟ ବିରୋଧୀ ଔଷଧ ଟ୍ରାଇଫ୍ଲୁରିଡାଇନ/ଟିପିରାସିଲର ଏକ ଉପାଦାନ | [୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Trifluridine Monograph for Professionals". Drugs.com. Archived from the original on 21 September 2021. Retrieved 19 September 2021.
- ↑ Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2020-09-20.
- ↑ ୩.୦ ୩.୧ "Viroptic Prices, Coupons & Savings Tips - GoodRx". GoodRx. Archived from the original on 13 October 2016. Retrieved 19 September 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 969. ISBN 978-0-85711-369-6.
{{cite book}}
: CS1 maint: date format (link)