ଟୋଲାଜାମାଇଡ
ଟୋଲାଜାମାଇଡ (ଇଂରାଜୀ ଭାଷାରେ Tolazamide), ଟୋଲିନାସେ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଟାଇପ-୨ ମଧୁମେହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧର ପ୍ରଭାବ ୨୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୧]
Clinical data | |
---|---|
Trade names | Tolinase, others |
AHFS/Drugs.com | monograph |
MedlinePlus | a682482 |
data |
|
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ? |
Metabolism | metabolized in the liver to active metabolites |
Onset of action | Within 20 min[୧] |
Elimination half-life | 7 hours |
Duration of action | 10 hrs[୧] |
Excretion | Kidney (85%) and fecal (7%) |
Identifiers | |
| |
ECHA InfoCard | 100.013.262 |
Chemical and physical data | |
Formula | C14H21N3O3S |
Molar mass | ୩୧୧.୪0 g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଭୋକ କମିବା, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ କମ୍ ରକ୍ତ ଶର୍କରା ଅନ୍ତର୍ଭୁକ୍ତ ହୋଇପାରେ | [୧] ଯକୃତ କିମ୍ବା ବୃକ୍କ ଜନିତ ସମସ୍ୟାରେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ଦେଖାଯାଏ ।[୧] ଏହା ଏକ ସଲଫୋନିଲୁରିଆ ଅଟେ ।[୧]
୧୯୬୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟୋଲାଜାମାଇଡ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ୨୫୦ ମିଗ୍ରା ବିଶିସ୍ଟ ୯୦ଟି ବଟିକାର ମୂଲ୍ୟ ପ୍ରାୟ ୫୪ ଡଲାର | [୩]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Tolazamide Monograph for Professionals". Drugs.com (in ଇଂରାଜୀ). Archived from the original on 4 September 2019. Retrieved 5 October 2021.
- ↑ Skyler, Jay (4 April 2012). Atlas of Diabetes (in ଇଂରାଜୀ). Springer Science & Business Media. p. 186. ISBN 978-1-4614-1027-0. Archived from the original on 9 October 2021. Retrieved 5 October 2021.
- ↑ "Tolazamide Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 5 October 2021.