ଟୋଲାଜାମାଇଡ (ଇଂରାଜୀ ଭାଷାରେ Tolazamide), ଟୋଲିନାସେ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଟାଇପ-୨ ମଧୁମେହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[] ଔଷଧର ପ୍ରଭାବ ୨୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[]

ଟୋଲାଜାମାଇଡ
Clinical data
Trade namesTolinase, others
AHFS/Drugs.commonograph
MedlinePlusa682482
data
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
Bioavailability?
Metabolismmetabolized in the liver to active metabolites
Onset of actionWithin 20 min[]
Elimination half-life7 hours
Duration of action10 hrs[]
ExcretionKidney (85%) and fecal (7%)
Identifiers
  • N-[(azepan-1-ylamino)carbonyl]-4-methylbenzenesulfonamide
ECHA InfoCard100.013.262 Edit this at Wikidata
Chemical and physical data
FormulaC14H21N3O3S
Molar mass୩୧୧.୪0 g·mol−1
3D model (JSmol)
  • O=S(=O)(c1ccc(cc1)C)NC(=O)NN2CCCCCC2
  • InChI=1S/C14H21N3O3S/c1-12-6-8-13(9-7-12)21(19,20)16-14(18)15-17-10-4-2-3-5-11-17/h6-9H,2-5,10-11H2,1H3,(H2,15,16,18) checkY
  • Key:OUDSBRTVNLOZBN-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଭୋକ କମିବା, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ କମ୍ ରକ୍ତ ଶର୍କରା ଅନ୍ତର୍ଭୁକ୍ତ ହୋଇପାରେ | [] ଯକୃତ କିମ୍ବା ବୃକ୍‌କ ଜନିତ ସମସ୍ୟାରେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ଦେଖାଯାଏ ।[] ଏହା ଏକ ସଲଫୋନିଲୁରିଆ ଅଟେ ।[]

୧୯୬୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟୋଲାଜାମାଇଡ୍ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୫୦ ମିଗ୍ରା ବିଶିସ୍ଟ ୯୦ଟି ବଟିକାର ମୂଲ୍ୟ ପ୍ରାୟ ୫୪ ଡଲାର | []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Tolazamide Monograph for Professionals". Drugs.com (in ଇଂରାଜୀ). Archived from the original on 4 September 2019. Retrieved 5 October 2021.
  2. Skyler, Jay (4 April 2012). Atlas of Diabetes (in ଇଂରାଜୀ). Springer Science & Business Media. p. 186. ISBN 978-1-4614-1027-0. Archived from the original on 9 October 2021. Retrieved 5 October 2021.
  3. "Tolazamide Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 5 October 2021.