ଟୋଲବୁଟାମାଇଡ ହେଉଛି ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ମେଟ୍‌ଫର୍ମିନ ପରେ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା । [୧] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧]ହୁଏ

ଟୋଲବୁଟାମାଇଡ
Clinical data
Trade namesOrinase
AHFS/Drugs.commonograph
MedlinePlusa682481
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Oral (tablet)
ATC code
Legal status
Legal status
Pharmacokinetic data
Protein binding96%
MetabolismHepatic (CYP2C19-mediated)
Elimination half-life4.5 to 6.5 hours
ExcretionRenal
Identifiers
  • N-[(Butylamino)carbonyl]-4-methylbenzenesulfonamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.541 Edit this at Wikidata
Chemical and physical data
FormulaC12H18N2O3S
Molar mass୨୭୦.୩୫ g·mol−1
3D model (JSmol)
Melting point128.5 to 129.5 °C (263.3 to 265.1 °F)
  • O=S(=O)(c1ccc(cc1)C)NC(=O)NCCCC
  • InChI=1S/C12H18N2O3S/c1-3-4-9-13-12(15)14-18(16,17)11-7-5-10(2)6-8-11/h5-8H,3-4,9H2,1-2H3,(H2,13,14,15) checkY
  • Key:JLRGJRBPOGGCBT-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଗଲୁ ଏବଂ ରାସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା ହୋଇପାରେ ।[୧] ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିବା ଲୋକମାନଙ୍କର ବାରମ୍ବାର ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।[୧] ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତ ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ ସଲଫୋନିଲୁରିଆ ଔଷଧ ।[୧] ଅଗ୍ନାଶୟରୁ ଇନସୁଲିନ୍ ମୋଚନକୁ ଉତ୍ସାହିତ କରି ଏହା କାର୍ଯ୍ୟକ୍ଷମ ହୁଏ ।[୧]

୧୯୫୬ ମସିହାରେ ଟୋଲବୁଟାମାଇଡ ଆବିଷ୍କୃତ ହୋଇଥିଲା ଏବଂ ୧୯୫୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକା ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୯୨ ଡଲାର ଥିଲା ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭୩ ପାଉଣ୍ଡ ।[୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Tolbutamide Monograph for Professionals". Drugs.com. Archived from the original on 17 August 2019. Retrieved 5 October 2021.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 749. ISBN 978-0-85711-369-6.{{cite book}}: CS1 maint: date format (link)
  3. Walker SR (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592. Archived from the original on 2017-09-10. Retrieved 2020-11-29.
  4. "Tolbutamide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 5 October 2021.