ଟୋକେଲାଉ
Tokelau |
||||||
---|---|---|---|---|---|---|
|
||||||
ରାଷ୍ଟ୍ରାଦର୍ଶ: "Tokelau mo te Atua"(Tokelauan) "Tokelau for the Almighty" |
||||||
ଜାତୀୟ ସଙ୍ଗୀତ: God Save the Queen |
||||||
ରାଜଧାନୀ | N/A[a] | |||||
Largest city | Fakaofo[b] | |||||
ରାଜ ଭାଷା | ||||||
ଜାତୀୟତା | Tokelauan | |||||
ପ୍ରଶାସନ | Constitutional monarchy | |||||
- | Monarch | Elizabeth II | ||||
- | Administrator | Jonathan Kings | ||||
- | Head of Government | Siopili Perez | ||||
New Zealand territory | ||||||
- | Tokelau Act | 1948 | ||||
କ୍ଷେତ୍ରଫଳ | ||||||
- | ସର୍ବମୋଟ | ୧୦ km2 (233rd) ୩.୮୬ ବର୍ଗ ମି |
||||
- | ଜଳଭାଗ (%) | negligible | ||||
ଲୋକସଂଖ୍ୟା | ||||||
- | October 2011 census | 1,411[b] (237th) | ||||
- | ଘନତା | 115/କିମି୨ (86th) ୨୯୮/ବର୍ଗ ମି |
||||
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) | 1993 ଅନୁମାନ | |||||
- | ସର୍ବମୋଟ | $1.5 million (227th) | ||||
- | ମୁଣ୍ଡପିଛା ହାର ହିସାବରେ | $1,035 (not ranked) | ||||
ମୁଦ୍ରା | New Zealand dollar (NZD ) |
|||||
ସମୟ ମଣ୍ଡଳ | (ଇଉଟିସି+13[୧]) | |||||
ରାସ୍ତାର ଏପାଖରେ ଚାଲନ୍ତୁ | left | |||||
ଇଣ୍ଟରନେଟ ଟିଏଲଡ଼ି | .tk | |||||
ଫୋନ କୋଡ଼ | +690 | |||||
Some data from the World Factbook (2004). |
ସଂକ୍ଷେପରେ ଟୋକୋଲାଉସମ୍ପାଦନ କରନ୍ତୁ
ନାମ=ଟୋକୋଲାଉ ସାଧାରଣତନ୍ତ୍ର ଆୟତନ=୧୦ବର୍ଗ କି.ମି ଜନସଂଖ୍ୟା=ପ୍ରତି ବର୍ଗ କି.ମିରେ ୧୧୫ଜଣ ରାଜଧାନୀ=ନୁକୁନୋନୁ ସରକାରୀ ଭାଷା=ଟୋକେଲିୟ,ଇଂଲିଶ ସରକାର=ସାମ୍ବିଧାନିକ ରାଜତନ୍ତ୍ର ଜିଡିପି=୧.୫ନିୟୁତ ଆମେରିକୀୟ ଡଲାର ମୁଦ୍ରା=ନ୍ୟୁଜିଲ୍ୟାଣ୍ଡ ଡଲାର ଡାଏଲିଂ କୋଡ=+୬୯୦ ଇଣ୍ଟରନେଟ ଡୋମିନି=.ଟିକେ
ସଂକ୍ଷିପ୍ତ ପରିଚୟସମ୍ପାଦନ କରନ୍ତୁ
ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଟୋକେଲୌ ନାମକ ଦ୍ୱୀପ ଅବସ୍ଥିତ।ଏହି ଦ୍ୱିପକୁ ଲାଗିରହିଛି ନ୍ୟୁଜିଲ୍ୟାଣ୍ଡ।୧୮୭୭ରେ ଇଂରେଜ ମାନେ ଏହି ଦ୍ୱିପକୁ ପ୍ରଥମେ ଆବିଷ୍କାର କରିଥିଲେ।୧୮୮୯ରେ ବ୍ରିଟିଶ କମାଣ୍ଡର ସି.ଏଫ. ଓଲଧମ ଟୋକେଲୌରେ ୟୁନିୟନ ଜ୍ୟାକ୍ ଉତ୍ତୋଳନ କରିବା ସହ ଏହି ଦ୍ୱୀପ ବ୍ରିଟେନର ଅଧୀନ ବୋଲି ଘୋଷଣା କରିଥିଲେ।୧୧ ଫେବୃଆରୀ ୧୯୨୬ରେ ଇଂରେମାନେ ଏହି ଦ୍ୱୀପର ଶାସନଭାର ନ୍ୟୁଜିଲ୍ୟାଣ୍ଡକୁ ହସ୍ତାନ୍ତର କରିଥିଲେ।
ସରକାରସମ୍ପାଦନ କରନ୍ତୁ
ନ୍ୟୁଜିଲ୍ୟାଣ୍ଡ ଟୋକେଲୌର ସମ୍ବିଧାନ ପ୍ରଣୟନ କରିଛି।ଏହାର ଶାସନ ବ୍ୟବସ୍ଥା ନ୍ୟୁଜିଲ୍ୟାଣ୍ଡଦ୍ୱାରା ନିୟନ୍ତ୍ରିତ।୧୯୪୯ମସିହା ଜାନୁଆରୀ ପହିଲାରେ ଏହି ଦେଶ ଆନୁଷ୍ଠାନିକ ଭାବେ ନ୍ୟୁଜିଲ୍ୟାଣ୍ଡ ନିୟନ୍ତ୍ରଣକୁ ଯାଇଥିଲା।ଅକ୍ଟୋବର ୨୦୦୭ରେ ଜାତିସଂଘ ଟୋକେଲୌକୁ ସ୍ୱୟଂ ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲା।ଏହାର ପ୍ରତିରକ୍ଷା ଦାୟିତ୍ୱ ନ୍ୟୁଜିଲ୍ୟାଣ୍ଡ ଉପରେ ନ୍ୟସ୍ତ। ରାଣୀ ଏଲିଜାବେଥ ୨ୟ ଦେଶ ଶାସନ ମୁଖ୍ୟ।
ଅର୍ଥନୀତିସମ୍ପାଦନ କରନ୍ତୁ
ମାତ୍ର ତିନିଟି ଗ୍ରାମକୁ ନେଇ ଟୋକେଲୌ ଗଠିତ।ଏହି ଦ୍ୱୀପରେ ସେପରି କିଛି ଖଣିଜ ପଦାର୍ଥ ନାହିଁ।କୃଷି ହିଁ ଦେଶବାସୀଙ୍କ ମୁଖ୍ୟ ଜୀବିକା।ଦେଶର ଅର୍ଥନୀତି ନ୍ୟୁଜିଲ୍ୟାଣ୍ଡ ଉପରେ ନିର୍ଭରଶୀଳ।
- ↑ Tokelau: Wrong local time for over 100 years Archived ୨ ଅପ୍ରେଲ ୨୦୧୪ at the Wayback Machine