ଟେଲୋଟ୍ରିଷ୍ଟାଟ

କାର୍ସିନଏଡ ସିଣ୍ଡ୍ରୋମ ଯୋଗୁ ହେଉଥିବା ତରଳ ଝାଡ଼ା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏହା ଏକ ଔଷଧ ।

ଟେଲୋଟ୍ରିଷ୍ଟାଟ (ଇଂରାଜୀ ଭାଷାରେ Telotristat), ଜେରମେଲୋ (Xermelo) ଏହାର ଏକ ବିକ୍ରୟ ନାମ, କାର୍ସିନଏଡ ସିଣ୍ଡ୍ରୋମ ଯୋଗୁ ହେଉଥିବା ତରଳ ଝାଡ଼ା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହାକୁ ଦିନକୁ ତିନିଥର ପାଟିରେ ଦିଆଯାଏ ।[] ଏହାସୋମାଟୋଷ୍ଟାଟିନ ସହିତ ଏକତ୍ର ବ୍ୟବହୃତ ହୁଏ ।[]

ଟେଲୋଟ୍ରିଷ୍ଟାଟ
Clinical data
Trade namesXermelo
SynonymsTelotristat ethyl, LX1032, LX1606
AHFS/Drugs.commonograph
MedlinePlusa617029
data
Pregnancy
category
  • AU: B3
  • US: N (Not classified yet)
Routes of
administration
By mouth (tablets)
Legal status
Legal status
Pharmacokinetic data
Protein binding>99% (both telotristat ethyl and telotristat)
MetabolismHydrolysis via carboxylesterases
MetabolitesTelotristat
Elimination half-life0.6 hours (telotristat ethyl), 5 hours (telotristat)
ExcretionFeces (92.8%), urine (less than 0.4%)[]
Identifiers
  • [(S)-Ethyl 2-amino-3-(4-(2-amino-6-((R)-1-(4-chloro-2-(3-methyl-1H-pyrazol-1-yl)phenyl)-2,2,2-trifluoroethoxy)pyrimidin-4-yl)phenyl)propanoate]
Chemical and physical data
FormulaC27H26ClF3N6O3
Molar mass୫୭୪.୯୯ g·mol−1
3D model (JSmol)
  • CCOC(=O)C(CC1=CC=C(C=C1)C2=CC(=NC(=N2)N)OC(C3=C(C=C(C=C3)Cl)N4C=CC(=N4)C)C(F)(F)F)N
  • InChI=1S/C27H26ClF3N6O3/c1-3-39-25(38)20(32)12-16-4-6-17(7-5-16)21-14-23(35-26(33)34-21)40-24(27(29,30)31)19-9-8-18(28)13-22(19)37-11-10-15(2)36-37/h4-11,13-14,20,24H,3,12,32H2,1-2H3,(H2,33,34,35)/t20-,24+/m0/s1
  • Key:MDSQOJYHHZBZKA-GBXCKJPGSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଯକୃତ ସମସ୍ୟା ଏବଂ ଥକାପଣ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ହୋଇପାରେ ।[] ଯକୃତ ଜନିତ ସମସ୍ୟାରେ ଛୋଟ ମାତ୍ରା ଆବଶ୍ୟକ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[] ଏହା ଟ୍ରିପ୍ଟୋଫେନ ହାଇଡ୍ରୋକ୍ସିଲେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ଯାହାଦ୍ୱାରା ସେରୋଟୋନିନ ଉତ୍ପାଦନ କମିଯାଏ | [] []

୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଲୋଟ୍ରିଷ୍ଟାଟ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ଖର୍ଚ୍ଚ ବାବଦ ପ୍ରାୟ ୮୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୧୦୦ ପାଉଣ୍ଡ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Xermelo EPAR". European Medicines Agency (EMA). Archived from the original on 29 December 2019. Retrieved 17 April 2020.
  2. ୨.୦ ୨.୧ "Xermelo- telotristat ethyl tablet". DailyMed. 30 October 2020. Archived from the original on 12 November 2020. Retrieved 11 November 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Telotristat Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 25 September 2021.
  4. ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 938. ISBN 978-0-85711-369-6.{{cite book}}: CS1 maint: date format (link)
  5. "Xermelo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 July 2021. Retrieved 25 September 2021.