ଟେପ୍ରୋଟୁମୁମାବ, ବିକ୍ରୟ ନାମ ଟେପେଜ୍ଜା, ଏକ ଔଷଧ ଯାହା ଥାଇରଏଡ ଆଖି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପ୍ରୋପ୍ଟୋସିସ୍ ବା ଆଖି ଡୋଳା ବାହାରକୁ ଆସିବା ଦେଖାଗଲେ ହ୍ରାସ କରିଦିଏ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ‌ଦ୍ୱାରା ଦିଆଯାଏ ।[୧]

ଟେପ୍ରୋଟୁମୁମାବ
Monoclonal antibody
TypeWhole antibody
SourceHuman
TargetIGF-1R[୧]
Clinical data
Trade namesTepezza
SynonymsTeprotumumab-trbw, RG-1507
AHFS/Drugs.commonograph
data
Routes of
administration
Intravenous
Legal status
Legal status
Identifiers
ECHA InfoCard100.081.384 Edit this at Wikidata
Chemical and physical data
FormulaC6476H10012N1748O2000S40
Molar mass୧,୪୫,୬୩୯.୯୭ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ସ୍ପାଜ୍ମ, ବାନ୍ତି, କେଶ ଝଡ଼ିବା, ତରଳ ଝାଡ଼ା, ଥକ୍କା, ଉଚ୍ଚ ରକ୍ତ ଶର୍କରା, ଶ୍ରବଣ ଶକ୍ତି ହ୍ରାସ, ଶୁଖିଲା ଚର୍ମ, ପରିବର୍ତ୍ତିତ ସ୍ୱାଦ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭବତୀ ହେବାର ଛଅ ମାସ ପୂର୍ବରୁ କିମ୍ବା ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[୨] ଏହା ଏକ ମାନବ ମନୋକ୍ଲୋନାଲ ଆଣ୍ଟିବଡି ଯାହା ଇନସୁଲିନ୍ ପରି ଅଭିବୃଦ୍ଧି ଫ୍ୟାକ୍ଟର୍ -1 ରିସେପ୍ଟର (IGF-1R) ସହିତ ବାନ୍ଧିଥାଏ ଯାହାଦ୍ୱାରା ଏହାର ସକ୍ରିୟତାକୁ ରୋକିଥାଏ ।[୧]

୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେପ୍ରୋଟୁମୁମାବ ଅନୁମୋଦିତ ହୋଇଥିଲା ।[୧] ୨୦୨୧ ସୁଦ୍ଧା ଏହା ୟୁରୋପରେ ଅନୁମୋଦିତ ହୋଇନାହିଁ ।[୩] ଯୁକ୍ତରାଷ୍ଟ୍ରରେ ଏହାର ୨୦୨୧ ସୁଦ୍ଧା ଏକ ୫୦୦ ମିଗ୍ରା ଭାଏଲର ମୂଲୁ ପ୍ରାୟ ୧୫,୬୦୦ ଡଲାର୍ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Teprotumumab-trbw Monograph for Professionals". Drugs.com (in ଇଂରାଜୀ). Retrieved 26 September 2021.
  2. ୨.୦ ୨.୧ ୨.୨ "FDA approves first treatment for thyroid eye disease" (Press release). 21 January 2020. Archived from the original on 28 August 2020. Retrieved 21 January 2020.
  3. "Teprotumumab". SPS - Specialist Pharmacy Service. 21 March 2018. Archived from the original on 27 September 2021. Retrieved 26 September 2021.
  4. "Tepezza Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 26 September 2021.