ଟେଟ୍ରିଜୋଲାଇନ

ଏହି ଔଷଧ ଆଖିର ଶ୍ୱେତପଟଳ ଫୁଲିଥିଲେ ଦିଆଯାଏ ।

ଟେଟ୍ରିଜୋଲାଇନ୍, ଯାହାକୁ ଟେଟ୍ରାହାଇଡ୍ରୋଜୋଲିନ୍ ମଧ୍ୟ କୁହାଯାଏ, ଏକ ଔଷଧ ଯାହା ଆଖିର ଶ୍ୱେତପଟଳ ଫୁଲିଥିଲେ ଦିଆଯାଏ ।[୧] ଏହା ଏକକ ଭାବରେ ଏବଂ ଅନ୍ୟାନ୍ୟ ଔଷଧ ମିଶ୍ରଣ ସ‌ହିତ ଔଷଧ ଦୋକାନରେ ଟୋପା ଭାବରେ ମିଳେ ।[୧] ଏହାର ପ୍ରଭାବ କିଛି ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧] ଦୀର୍ଘକାଳ ଧରି ବ୍ୟବହାର କଲେ ଅବସ୍ଥା ଖରାପ ହୋଇପାରେ ।[୧]

ଟେଟ୍ରିଜୋଲାଇନ
Clinical data
Trade namesRohto Relief, Visine Original, others[୧]
SynonymsTetrahydrozoline[୧]
AHFS/Drugs.commonograph
Pharmacokinetic data
Onset of actionWithin minutes[୧]
Duration of actionUp to 8 hrs[୧]
Identifiers
  • (RS)-2-(1,2,3,4-tetrahydronaphthalen-1-yl)-4,5-dihydro-1H-imidazole
ECHA InfoCard100.001.384 Edit this at Wikidata
Chemical and physical data
FormulaC13H16N2
Molar mass୨୦୦.୨୯ g·mol−1
3D model (JSmol)
Melting point117–119 °C (243–246 °F) [୩] 256–257 °C (493–495 °F) for HCl-salt[୨]
Solubility in waterVery soluble in water and ethanol, slightly soluble in chloroform and insoluble in diethylether[୨] mg/mL (20 °C)
  • N\1=C(\NCC/1)C3c2ccccc2CCC3
  • InChI=1S/C13H16N2/c1-2-6-11-10(4-1)5-3-7-12(11)13-14-8-9-15-13/h1-2,4,6,12H,3,5,7-9H2,(H,14,15) checkY
  • Key:BYJAVTDNIXVSPW-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବିସ୍ଫାରିତ ଆଖି ପୁଅ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଆଖିର ଜ୍ୱଳନ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଲାଲିମା, ମୁଣ୍ଡବିନ୍ଧା, ଦୃତ ହୃଦ୍‌ଗତି ଏବଂ ଶୋଇବାରେ ଅସୁବିଧା ହୋଇପାରେ । [୧] ଆକ୍ଟିଭେସନ୍ α- ଆଡ୍ରେନେଜିକ୍ ରିସେପ୍ଟରଦ୍ୱାରା ରକ୍ତବାହୀ ନଳୀକୁ ସଙ୍କୁଚିତ କରି କାର୍ଯ୍ୟକ୍ଷମ ହୁଏ । [୧]

୧୯୫୪ ମସିହାରେ ଟେଟ୍ରିଜୋଲାଇନ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୯ରେ ଚିକିତ୍ସା ବ୍ୟବହାରରେ ଆସିଥିଲା [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଗୋଟିଏ ବୋତଲର ମୂଲ୍ୟ ପ୍ରାୟ ୧୦ ଡଲାର ଥିଲା ।[୫] ଏହା ଭିସିନ୍ ଏବଂ ରୋହଟୋ ସହିତ ଅନେକ ମିଶ୍ରର ବ୍ରାଣ୍ଡ ନାମରେ ବିକ୍ରି ହୁଏ | [୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Tetrahydrozoline Monograph for Professionals". Drugs.com (in ଇଂରାଜୀ). Archived from the original on 22 January 2021. Retrieved 3 October 2021.
  2. ୨.୦ ୨.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; :mer ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "US 2731471 A - IP.com". ip.com. Archived from the original on 2021-08-29. Retrieved 2018-09-05.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 552. ISBN 9783527607495. Archived from the original on 2016-12-29. Retrieved 2021-06-09.
  5. "Tetrahydrozoline ophthalmic Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 3 October 2021.