ଟେଗାସେରୋଡ (ଇଂରାଜୀ ଭାଷାରେ Tegaserod), ଅନ୍ୟମାନଙ୍କ ମଧ୍ୟରେ ଜେଲନର୍ମ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ସ‌ହିତ କୋଷ୍ଠକାଠିନ୍ୟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। [୧] ଏହା ପାଟିରେ ଦିଆଯାଏ । [୧]

ଟେଗାସେରୋଡ
Clinical data
Trade namesZelnorm, Zelmac
AHFS/Drugs.commonograph
Pregnancy
category
  • AU: B3
  • US: B (No risk in non-human studies)
Routes of
administration
By mouth
Legal status
Legal status
  • US: Usage requires authorization from the FDA
Pharmacokinetic data
Bioavailability10%
Protein binding98%
MetabolismStomach and liver
Elimination half-life11 ± 5 hours
ExcretionFecal and Kidney
Identifiers
  • (2E)-2-[(5-Methoxy-1H-indol-3-yl)methylene]-N-pentylhydrazinecarboximidamide
ECHA InfoCard100.158.793 Edit this at Wikidata
Chemical and physical data
FormulaC16H23N5O
Molar mass୩୦୧.୩୯ g·mol−1
3D model (JSmol)
  • CCCCCNC(=N)NN=Cc1c[nH]c2ccc(OC)cc12
  • InChI=1S/C16H23N5O/c1-3-4-5-8-18-16(17)21-20-11-12-10-19-15-7-6-13(22-2)9-14(12)15/h6-7,9-11,19H,3-5,8H2,1-2H3,(H3,17,18,21)/b20-11+ checkY
  • Key:IKBKZGMPCYNSLU-RGVLZGJSSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ତରଳ ଝାଡ଼ା ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ଘାତ, ଷ୍ଟ୍ରୋକ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[୧] ଏହା ଏକ ୫-ଏଚଟି (5-HT4) ସକ୍ରିୟକାରୀ ଯାହା ଉଭୟ ଅନ୍ତନଳୀ ସଂକୋଚନ ଏବଂ ତାହାଠାରୁ ତରଳ ପଦାର୍ଥ ନିଷ୍କାସନ କରିବାକୁ ସକ୍ରିୟ କରିଥାଏ ।[୧]

୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଗାସେରୋଡ ଅନୁମୋଦିତ ହୋଇଥିଲା ।[୧] ହୃତ୍‌ପିଣ୍ଡ ସମ୍ବନ୍ଧୀୟ ଚିନ୍ତାଧାରା ହେତୁ ୨୦୦୭ରେ ଏହାକୁ ବଜାରରୁ ହଟାଇ ଦିଆଯାଇଥିଲା କିନ୍ତୁ ୨୦୧୯ରେ ପୁନର୍ବାର ଅନୁମତି ଦିଆଗଲା ।[୧] ୟୁରୋପରେ ଏହାକୁ ଉଭୟ ୨୦୦୫ ଏବଂ ୨୦୦୬ରେ ଅନୁମୋଦନ ମନା କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୩୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୩] ୨୦୨୨ ମସିହାରେ ବାଣିଜ୍ୟିକ କାରଣରୁ ଏହା ବଜାରରୁ ପ୍ରତ୍ୟାହାର କରାଯାଇଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Tegaserod Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 24 September 2021.
  2. "Zelnorm". Archived from the original on 6 October 2018. Retrieved 24 September 2021.
  3. "Zelnorm Prices, Coupons & Savings Tips - GoodRx". GoodRx. Retrieved 24 September 2021.
  4. "Pharmacist's Letter". pharmacist.therapeuticresearch.com. Archived from the original on 8 August 2022. Retrieved 12 January 2023.