ଟି. କଳ୍ପନା ଦେବୀ (୧୯୪୧-୨୦୧୬), ଆନ୍ଧ୍ରପ୍ରଦେଶର ଜଣେ ଡାକ୍ତର ଓ ରାଜନୀତିଜ୍ଞ । ସେ ୮ମ ଲୋକ ସଭାକ ଜଣେ ସଦସ୍ୟ ।

ଆଦ୍ୟ ଜୀବନସମ୍ପାଦନ କରନ୍ତୁ

କଳ୍ପନା ଦେବୀ ୧୩ ଜୁଲାଇ ୧୯୪୧ରେ କ୍ରିଷ୍ଣା ଜିଲ୍ଲାର ଭାଟଲାପେନୁମାରୁ ଗ୍ରାମରେ ଚଳାଶଣୀ ବୀରା ରାଘଭାଇହାଙ୍କ ଠାରୁ ଜନ୍ମ ହୋଇଥିଲେ । ସେ ୱାରଙ୍ଗାଲର କାକତୀୟ ମହାବିଦ୍ୟାଳୟରୁ ଡାକ୍ତରୀ ପାଠ୍ୟକ୍ରମ ପଢ଼ିଥିଲେ । [୧]

ଆଧାରସମ୍ପାଦନ କରନ୍ତୁ

  1. "Members Bioprofile: Kalpana Devi, Dr. (Smt.) T." Lok Sabha. Retrieved 27 November 2017.


ଛାଞ୍ଚ:Authority Control