ଟିହରୀୟାଲି ବୋଲି

ଗରୱାଲି ଭାଷାର ଏକ ବୋଲି

ଟିହରୀୟାଲି ବୋଲି ବା ଗଙ୍ଗାପାରିଅ ବା ଟିହରୀ ଗଡ଼ୱାଲି ହେଉଛି ଗଡ଼ୱାଲି ଭାଷାର ଏକ ଉପଭାଷା ଅଟେ, ଯାହାକି କେନ୍ଦ୍ରୀୟ ପାହାଡ଼ି ଗୋଷ୍ଠୀର (ଗ୍ରିୟର୍ସନ ଅନୁଯାୟୀ) ଅନ୍ତର୍ଭୁକ୍ତ ।[] ଉତ୍ତରାଖଣ୍ଡର ଟିହରୀ ଗଡ଼ୱାଲ ଜିଲ୍ଲାରେ ଏହି ଭାଷାକୁ ମୁଖ୍ୟତଃ ବ୍ୟବହାର କରାଯାଏ ।

ଟିହରୀୟାଲି ବୋଲି
टिहरीयाली
गंगापारिया
Native toଭାରତ
ଅଞ୍ଚଳଉତ୍ତରାଖଣ୍ଡ
ଇଣ୍ଡୋ-ଇଉରୋପୀୟ
ଭାଷା କୋଡ୍
ISO ୬୩୯-୩
ଗ୍ଲୋଟୋଲୋଗtehr1243
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/ଭାରତ" does not exist.
Coordinates: 30°22′49″N 78°26′36″E / 30.3804°N 78.4433°E / 30.3804; 78.4433

ଲିପି ଓ ନମୁନା

ସମ୍ପାଦନା
 
Sample of Tehriyali dialect from Grierson's book "Linguistic Survey of india"

[]

 
Sample of Tehriyali dialect from Grierson's book "Linguistic Survey of india"
  1. Linguistic Survey Of India Vol.9 Part.4. 1916. p. 342.
  2. "Linguistic Survey of India". 1916.

ବାହାର ଆଧାର

ସମ୍ପାଦନା