ଟିକାଗ୍ରେଲୋର

ଏହା ତୀବ୍ର କରୋନାରୀ ସିଣ୍ଡ୍ରୋମ ପିଡ଼ିତ ରୋଗୀର ଷ୍ଟ୍ରୋକ୍ ଏବଂ ହୃଦ୍‌ଘାତକୁ ରୋକିବା ପାଇଁ ଦିଆଯାଉଥିବା ଏକ ଔଷ

ଟିକାଗ୍ରେଲୋର, ଏକ ବେପାର ନାମ ବ୍ରିଲିଣ୍ଟା ବ୍ରାଣ୍ଡ, ତୀବ୍ର କରୋନାରୀ ସିଣ୍ଡ୍ରୋମ ପିଡ଼ିତ ରୋଗୀର ଷ୍ଟ୍ରୋକ୍ ଏବଂ ହୃଦ୍‌ଘାତକୁ ରୋକିବା ପାଇଁ ଦିଆଯାଉଥିବା ଏକ ଔଷଧ ।[୧][୨] ଏହା ସାଧାରଣତଃ ଆସ୍ପିରିନ୍ ସହିତ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ଟିକାଗ୍ରେଲୋର
Clinical data
Trade namesBrilinta, Brilique, others
SynonymsAZD-6140
AHFS/Drugs.commonograph
MedlinePlusa611050
data
Pregnancy
category
  • AU: B1
  • US: C (Risk not ruled out)
Routes of
administration
By mouth
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
Bioavailability36%
Protein binding>99.7%
MetabolismLiver (CYP3A4)
Elimination half-life7 hrs (ticagrelor), 8.5 hrs (active metabolite AR-C124910XX)
ExcretionBile duct
Identifiers
  • (1S,2S,3R,5S)-3-[7-[(1R,2S)-2-(3,4-Difluorophenyl)cyclopropylamino]-5-(propylthio)- 3H-[1,2,3]triazolo[4,5-d]pyrimidin-3-yl]-5-(2-hydroxyethoxy)cyclopentane-1,2-diol
ECHA InfoCard100.114.746 Edit this at Wikidata
Chemical and physical data
FormulaC23H28F2N6O4S
Molar mass୫୨୨.୫୭ g·mol−1
3D model (JSmol)
  • CCCSC1=NC(=C2C(=N1)N(N=N2)[C@@H]3C[C@@H]([C@H]([C@H]3O)O)OCCO)N[C@@H]4C[C@H]4C5=CC(=C(C=C5)F)F
  • InChI=1S/C23H28F2N6O4S/c1-2-7-36-23-27-21(26-15-9-12(15)11-3-4-13(24)14(25)8-11)18-22(28-23)31(30-29-18)16-10-17(35-6-5-32)20(34)19(16)33/h3-4,8,12,15-17,19-20,32-34H,2,5-7,9-10H2,1H3,(H,26,27,28)/t12-,15+,16+,17-,19-,20+/m0/s1 ☒N
  • Key:OEKWJQXRCDYSHL-FNOIDJSQSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ଅଣନିଶ୍ୱାସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ତରଳ ଝାଡ଼ା ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ୍ ଇନହିବିଟର, ବିଶେଷ ଭାବରେ ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର, ଯାହା ADP ସ‌ହିତ ପ୍ଲାଲେଟ୍ ସଂଲଗ୍ନ ହେବାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୧] [୩]

ୟୁରୋପରେ ୨୦୧୦ ମସିହାରେ[୧] ଏବଂ ୨୦୧୧ରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଟିକାଗ୍ରେଲୋର ଅନୁମୋଦନ କରାଯାଇଥିଲା ।[୨] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ୪ ସପ୍ତାହର ଔଷଧ ଖର୍ଚ୍ଚ ମୂଲ୍ୟ £୫୫ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୮୦ ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Brilique". Archived from the original on 2 May 2021. Retrieved 3 October 2021.
  2. ୨.୦ ୨.୧ ୨.୨ "Ticagrelor Monograph for Professionals". Drugs.com (in ଇଂରାଜୀ). Archived from the original on 17 September 2020. Retrieved 3 October 2021.
  3. ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 229. ISBN 978-0-85711-369-6.{{cite book}}: CS1 maint: date format (link)
  4. "Brilinta Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 3 October 2021.