ଟିଆଗାବିନ, ଗାବିଟ୍ରିଲ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଅପସ୍ମାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ନିର୍ଦ୍ଦିଷ୍ଟ ଭାବରେ ଏହା ଆଂଶିକ ବାତ (partial seizure) ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପଦ୍ୱାରା ନିୟନ୍ତ୍ରିତ ହୋଇନଥାଏ ।[୪] ଅନ୍ୟାନ୍ୟ ବ୍ୟାଧି ପାଇଁ ବ୍ୟବହାର ଉତ୍ସାହ ଜନ‌କ ନୁହେଁ ।[୪] ଏହା ପାଟିରେ ଦିଆଯାଏ, ସାଧାରଣତଃ ଦିନରେ ଖାଦ୍ୟ ସହିତ ବିଭାଜିତ ମାତ୍ରାରେ ଦିଆଯାଏ ଓ ଏକ ଛୋଟ ମାତ୍ରାରୁ ଆରମ୍ଭ କରି ଧୀରେ ଧୀରେ ବୃଦ୍ଧି କରାଯାଇଥାଏ ।[୫]

ଟିଆଗାବିନ
Clinical data
Pronunciation/tˈæɡəbn/
Trade namesGabitril
AHFS/Drugs.commonograph
MedlinePlusa698014
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability90–95%[୧]
Protein binding96%[୧]
MetabolismLiver (CYP450 system,[୧] primarily CYP3A)[୨]
Elimination half-life5–8 hours[୩]
ExcretionFecal (63%) and kidney (25%)[୨]
Identifiers
  • (−)-(3R)-1-[4,4-bis(3-methyl-2-thienyl)-3-buten-1-yl]-3-piperidinecarboxylic acid
Chemical and physical data
FormulaC20H25NO2S2
Molar mass୩୭୫.୫୫ g·mol−1
3D model (JSmol)
  • O=C(O)[C@H]1CN(CCC1)CC/C=C(/c2sccc2C)c3sccc3C
  • InChI=1S/C20H25NO2S2/c1-14-7-11-24-18(14)17(19-15(2)8-12-25-19)6-4-10-21-9-3-5-16(13-21)20(22)23/h6-8,11-12,16H,3-5,9-10,13H2,1-2H3,(H,22,23)/t16-/m1/s1 checkY
  • Key:PBJUNZJWGZTSKL-MRXNPFEDSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ନିଦ୍ରା, ଅଇ, ବିରକ୍ତି ଭାବ, ଯନ୍ତ୍ରଣା ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୪] କେତେକ ପ୍ରକାରର ଅପସ୍ମାରରେ ବାତ ବାରମ୍ବାର ହୋଇପାରେ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଏବଂ ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୪] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା କରାଯାଉଛି। ।[୪] ଏହା ୱାଇ- ଆମିନୋବ୍ୟୁଟିରିକ୍ ଏସିଡ୍‌କୁ (GABA) ପ୍ରଭାବିତ କରି କାମ କରେ ବୋଲି ବିଶ୍ୱାସ କରାଯାଏ ।[୪]

୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିଆଗାବିନ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୧୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦୪ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦ ଡଲାର ଅଟେ ।[୪] [୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 562–. ISBN 978-1-60913-345-0. Archived from the original on 29 August 2021. Retrieved 13 January 2021.
  2. ୨.୦ ୨.୧ "Gabitril (tiagabine hydrochloride) Tablets. U.S. Full Prescribing Information" (PDF). Cephalon, Inc. Archived (PDF) from the original on 2 April 2016. Retrieved 8 April 2016.
  3. Brodie, Martin J. (1995). "Tiagabine Pharmacology in Profile". Epilepsia. 36 (s6): S7–S9. doi:10.1111/j.1528-1157.1995.tb06015.x. ISSN 0013-9580. PMID 8595791. S2CID 27336198.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "TiaGABine Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 3 October 2021.
  5. Rogawski, Michael A. (2020). "24. Antiseizure drugs". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 434. ISBN 978-1-260-45231-0. Archived from the original on 2021-10-10. Retrieved 2021-11-08.
  6. ୬.୦ ୬.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 348. ISBN 978-0-85711-369-6.{{cite book}}: CS1 maint: date format (link)
  7. "Gabitril Prices, Coupons & Savings Tips - GoodRx". GoodRx. Archived from the original on 5 May 2016. Retrieved 4 October 2021.