ଟାସିମେଲଟେଓନ (ଇଂରାଜୀ ଭାଷାରେ Tasimelteon), ଅନ୍ୟମାନଙ୍କ ମଧ୍ୟରେ ହେଟଲିଓଜ୍ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଅଣ-24 ଘଣ୍ଟିଆ ନିଦ୍ରା-ଜାଗ୍ରତ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହା ପାଟିରେ ଦିଆଯାଏ ।[୧] [୩] ଏହି ଚିକିତ୍ସାର ଉପକାର ପାଇବାକୁ ମାସେ ସମୟ ଲାଗିପାରେ ।[୧]

ଟାସିମେଲଟେଓନ
Clinical data
Trade namesHetlioz, Hetlioz LQ
AHFS/Drugs.commonograph
MedlinePlusa615004
data
Pregnancy
category
  • US: C (Risk not ruled out)
Dependence
liability
None[୧]
Addiction
liability
None[୧]
Routes of
administration
By mouth
Legal status
Legal status
Pharmacokinetic data
Bioavailabilitynot determined in humans[୨]
Protein binding89–90%
Metabolismextensive liver, primarily CYP1A2 and CYP3A4-mediated
Elimination half-life0.9–1.7 h / 0.8–5.9 h (terminal)
Excretion80% in urine, 4% in feces
Identifiers
  • (1R, 2R)-N-[2-(2,3-dihydrobenzofuran-4-yl)cyclopropylmethyl]propanamide
ECHA InfoCard100.114.889 Edit this at Wikidata
Chemical and physical data
FormulaC15H19NO2
Molar mass୨୪୫.୩୨ g·mol−1
3D model (JSmol)
  • CCC(=O)NC[C@@H]1C[C@H]1C2=C3CCOC3=CC=C2
  • InChI=1S/C15H19NO2/c1-2-15(17)16-9-10-8-13(10)11-4-3-5-14-12(11)6-7-18-14/h3-5,10,13H,2,6-9H2,1H3,(H,16,17)/t10-,13+/m0/s1 ☒N
  • Key:PTOIAAWZLUQTIO-GXFFZTMASA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିଦ୍ରାଳୁ, ଅଇ, ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ମେଲାଟୋନିନ୍ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୩]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟାସିମେଲଟେଓନ ଅନୁମୋଦିତ ହୋଇଥିଲା ।[୧] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ବାବଦ ମାସକୁ ପ୍ରାୟ ୨୩,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ୟୁରୋପରେ ଅନୁମୋଦିତ ଏବଂ ଜର୍ମାନୀରେ ଉପଲବ୍ଧ ଥିବା ସତ୍ତ୍ୱେ ୨୦୨୧ ସୁଦ୍ଧା ବ୍ରିଟେନରେ ଏହା ବିକ୍ରି ହୋଇନଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Tasimelteon Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2020. Retrieved 22 September 2021.
  2. "Tasimelteon Advisory Committee Meeting Briefing Materials" (PDF). Vanda Pharmaceuticals Inc. November 2013. Archived (PDF) from the original on 2013-11-25. Retrieved 2020-12-03.
  3. ୩.୦ ୩.୧ ୩.୨ ୩.୩ "Hetlioz EPAR". European Medicines Agency (EMA). Archived from the original on 3 November 2020. Retrieved 2 December 2020.
  4. "Hetlioz Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 13 August 2021. Retrieved 22 September 2021.
  5. "Tasimelteon". SPS - Specialist Pharmacy Service. Archived from the original on 30 November 2020. Retrieved 22 September 2021.