ଟାଫାମିଡିସ, ଅନ୍ୟମାନଙ୍କ ମଧ୍ୟରେ ଏହାର ଏକ ବିକ୍ରୟ ନାମ ଭିଣ୍ଡାକେଲ୍, ହେଉଛି ଏକ ଔଷଧ ଯାହା ଟ୍ରାନ୍ସଥାଇରେଟିନ-ମାଧ୍ୟମ ଆମିଲଏଡୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ଏହା ପାଟିରେ ଦିଆଯାଏ ।[୭] ଯକୃତ ପ୍ରତିରୋପଣ ପରେ ଏହାକୁ ବନ୍ଦ କରାଯାଇପାରିବ ।[୭]

ଟାଫାମିଡିସ
Clinical data
Trade namesVyndaqel, Vyndamax, others
SynonymsTafamidis meglumine
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Identifiers
  • 2-(3,5-Dichlorophenyl)-1,3-benzoxazole-6-carboxylic acid
ECHA InfoCard100.246.079 Edit this at Wikidata
Chemical and physical data
FormulaC14H7Cl2NO3
Molar mass୩୦୮.୧୧ g·mol−1
3D model (JSmol)
  • O=C(O)c3ccc1nc(oc1c3)-c2cc(Cl)cc(Cl)c2
  • InChI=1S/C14H7Cl2NO3/c15-9-3-8(4-10(16)6-9)13-17-11-2-1-7(14(18)19)5-12(11)20-13/h1-6H,(H,18,19) ☒N
  • Key:TXEIIPDJKFWEEC-UHFFFAOYSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା ଏବଂ ସଂକ୍ରମଣ ହୋଇପାରେ ।[୭] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ପହଞ୍ଚାଇଥାଏ ବୋଲି ବିଶ୍ୱାସ କରାଯାଏ ।[୮] ଏହା ପ୍ରୋଟିନ୍ ଟ୍ରାନ୍ସଥାଇରେଟିନ ସ୍ଥିର କରିବା ଯୋଗୁ ଆମିଲଏଡ୍ ନିରୂପଣ ବା ଫର୍ମୁଲେସନ୍ କମିଯାଏ ।[୩]

୨୦୧୧ ମସିହାରେ ୟୁରୋପରେ ଏବଂ ୨୦୧୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାଫାମିଡିସ ଅନୁମୋଦିତ ହୋଇଥିଲା ।[୩] [୬] ଏହି ଔଷଧ ପିଛା ଯୁକ୍ତରାଜ୍ୟରେ ଦିନକୁ ୨୦ ମିଗ୍ରା ହିସାବରେ ଏକ ମାସରେ ୧୦,୭୦୦ ଖର୍ଚ୍ଚ ହୁଏ ।[୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ୪,୯୦୦ ଡଲାର ଅଟେ ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ "Vyndamax and Vyndaqel Australian prescription medicine decision summary". Therapeutic Goods Administration (TGA). 17 July 2020. Archived from the original on 29 August 2021. Retrieved 16 August 2020.
  2. "Tafamidis Use During Pregnancy". Drugs.com. 6 September 2019. Archived from the original on 11 July 2021. Retrieved 16 August 2020.
  3. ୩.୦ ୩.୧ ୩.୨ "Vyndaqel EPAR". European Medicines Agency (EMA). 16 October 2019. Archived from the original on 25 November 2019. Retrieved 24 November 2019.
  4. "Vyndaqel 20 mg soft capsules - Summary of Product Characteristics". Electronic Medicines Compendium. Archived from the original on 2 April 2018. Retrieved 2 April 2018.
  5. "Vyndaqel- tafamidis meglumine capsule, liquid filled Vyndamax- tafamidis capsule, liquid filled". DailyMed. 30 August 2019. Archived from the original on 1 April 2020. Retrieved 24 November 2019.
  6. ୬.୦ ୬.୧ "Tafamidis Monograph for Professionals". Drugs.com (in ଇଂରାଜୀ). Archived from the original on 9 July 2021. Retrieved 7 August 2021.
  7. ୭.୦ ୭.୧ ୭.୨ ୭.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 428. ISBN 978-0-85711-369-6.{{cite book}}: CS1 maint: date format (link)
  8. "Tafamidis Use During Pregnancy". Drugs.com (in ଇଂରାଜୀ). Archived from the original on 11 July 2021. Retrieved 16 September 2021.
  9. "Vyndaqel Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 16 September 2021.