ଜୟଶ୍ରୀ ଅରୋଡ଼ା

ଭାରତୀୟ ଅଭିନେତ୍ରୀ

ଜୟଶ୍ରୀ ଅରୋଡ଼ା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ କଥାଚିତ୍ର, ମଞ୍ଚ ଓ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରନ୍ତି । ସେ ଜଣେ ତାଲିମପ୍ରାପ୍ତ କଥକମଣିପୁରୀ ନୃତ୍ୟଶିଳ୍ପୀ । ସେ ପ୍ରଥମ ଭାରତୀୟ ଦୂରଦର୍ଶନ ଧାରାବାହିକ ହମ୍ ଲୋଗ୍ରେ ଅଭିନୟ କରିଥିଲେ, ଯାହାକି ୧୯୮୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ପରଠାରୁ ସେ ୧୬୦ରୁ ଅଧିକ ଧାରାବାହିକରେ ଅଭିନୟ କରିଛନ୍ତି ।[୧][୨]

ଜୟଶ୍ରୀ ଅରୋଡ଼ା
ଜନ୍ମ
ଜୟଶ୍ରୀ ଅରୋଡ଼ା

ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪–ଏବେଯାଏଁ

ଅଭିନୟ ଜୀବନ ସମ୍ପାଦନା

ଅଭିନୀତ ଧରାବାହିକ ସମ୍ପାଦନା

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭାଷା ଭୂମିକା ମନ୍ତବ୍ୟ
୧୯୮୪–୧୯୮୫ ହମ୍ ଲୋଗ୍ ହିନ୍ଦୀ ଭଗବନ୍ତୀ [୩]
୧୯୮୬-୧୯୮୭ ବୁନିୟାଦ୍ ନତାଶା ସିହ୍ନା [୨]
୧୯୮୮ ଦିଲ୍ ଦରିଆ ଶାହାରୁଖ ଖାନଙ୍କ ମାଆ '
ଫୌଜୀ ଅଭିମନ୍ୟୁଙ୍କ ମାଆ [୪]
୧୯୮୯ ଦୂସ୍‌ରା କେବଲ ଶ୍ରୀମତୀ ଆଲୁୱାଲିଆ
୨୦୦୭–୨୦୦୮ ଝୁମେ ଜିୟା ରେ ଦାଦି
୨୦୦୯ ମେରେ ଘର୍ ଆୟି ଏକ୍ ନହ୍ନି ପରି ଗୁଣୀତା ରାମଲାଲ ଚାୱଲା
୨୦୦୯–୨୦୧୦ ୟାହାଁ ମେଁ ଘର୍ ଘର୍ ଖେଲି ସରସ୍ୱତୀ ଦେବୀ ପ୍ରସାଦ
୨୦୧୨–୨୦୧୪ ସପ୍ନେ ସୁହାନେ କବୀରଙ୍କ ଜେଜେମାଆ [୨]
୨୦୧୬ ଦିୟା ଔର୍ ବାତି ହମ୍‌ ରେଶମ ଦାଦି [୫]
୨୦୧୭ ଦେବ - ଟିଭି ସିରିଜ୍ ଜୋହରା ଅପା [୬]


ଅଭିନୀତ କଥାଚିତ୍ରଭବ ସମ୍ପାଦନା

ଭବ

ବର୍ଷ କଥାଚିତ୍ର ଭାଷା ଭୂମିକା ମନ୍ତବ୍ୟ
୧୯୮୯ ମୁଜରିମ୍ ହିନ୍ଦୀ
ଡାଟା
୧୯୯୦ ପୋଲିସ୍ ପବ୍ଲିକ୍
୧୯୯୪ ଜିଦ୍
୧୯୯୫ ଜୟ ବିକ୍ରାନ୍ତ
୨୦୦୭ ଚକ୍ ଦେ! ଇଣ୍ଡିଆ କବୀରଙ୍କ ମାଆ [୪]
୨୦୦୮ ଦ୍ରୋଣ
୨୦୧୦ ମିଶନ୍ ୧୧ ଜୁଲାଇ

ଆଧାର ସମ୍ପାଦନା

  1. Masoodi, Ashwaq (21 January 2016). "Joyshree Arora - An eye-witness to a cultural shift". LiveMint. Retrieved 11 April 2021.
  2. ୨.୦ ୨.୧ ୨.୨ Saxena, Poonam (22 July 2014). "Hum Log: Revisiting that 80's show". Hindustan Times. Retrieved 11 April 2021.
  3. Arora, Nandini (19 August 2015). "5 TV Shows From the 80s You Need to Revisit". The Quint. Retrieved 13 March 2021.
  4. ୪.୦ ୪.୧ Lal, Niharika (30 April 2015). "I've seen Noida grow from a jungle to a concrete jungle: Delhi TV veteran". The Times of India. Retrieved 11 April 2021.
  5. Rajan, Silpa (17 January 2021). "#BigInterview! Prachi Tehlan: My first shot in front of the camera was with Jayshree Arora, who happens to be Shah Rukh Khan's first as well!". The Times of India. Retrieved 13 March 2021.
  6. "Dev: Launch". The Times of India. 27 July 2017. Retrieved 11 April 2021.

ବାହାର ଲିଙ୍କ୍ ସମ୍ପାଦନା