ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦର
ଜଯପୁର ଆନ୍ତର୍ଜାତିକ ବିମାନ ବନ୍ଦର (IATA: JAI, ICAO: VIJP)IATA: JAI, ICAO: VIJP) ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରଠାରେ ଏହା ଅବସ୍ଥିତ । ଏହାକୁ ୨ରୁ ୫ ମିଲିୟନ ଯାତ୍ରୀ ବାର୍ଷିକ ଯାତାୟତ କରୁଥିବା ଶ୍ରେଣୀର ବିମାନ ବନ୍ଦର ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ବିମାନ ବନ୍ଦର ହିସାବରେ ୨୦୧୫ରେ ପୁରସ୍କୃତ କରାଯାଇଥିଲା । [୨]
ଜଯପୁର ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦର जयपुर अन्तर्राष्ट्रीय हवाई अड्डा Jaipur Aṅtarrāṣhṭrīya Havāī Aḍḍā | |||
---|---|---|---|
IATA: JAI – ICAO: VIJP | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Airports Authority of India | ||
ସେବା | Jaipur | ||
ଅବସ୍ଥାନ | Jaipur, Rajasthan, India | ||
ଉଚ୍ଚତା (ସମୁଦ୍ର ଠାରୁ) | 1,263 ft / 385 m | ||
ଦିଗବାରେଣି | 26°49′27″N 075°48′44″E / 26.82417°N 75.81222°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
09/27 | 11,500 | 3,505 | Concrete/Asphalt |
15/33 | 5,223 | 1,592 | Asphalt |
Statistics (July 2016) | |||
Passenger movements | 311,752(43.8%) | ||
Aircraft movements | 2602(33.7%) | ||
Cargo tonnage | 1487(172.8%) | ||
Source: AAI[୧] |
ଜଯପୁର ସହର.[୨]ର କେନ୍ଦ୍ରରୁ ୧୩ କିଲୋମିଟର ଦୁରବର୍ତୀ ସଙ୍ଗାନରରେ ସ୍ଥାପିତ ଏହି ବିମାନ ବନ୍ଦରକୁ ୨୦୦୫[୩] ମସିହାରେ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା । ଏଠାରେ ଏକ ସଙ୍ଗେ ୧୪ଟି ବିମାନ ରହିପାରିବାର ବ୍ୟବସ୍ଥା ଥିବା ବେଳେ ଏହାର ଟର୍ମିନାଲରେ ଏକ ସମୟରେ ୧,୦୦୦ ଯାତ୍ରୀଙ୍କ ବ୍ୟବହାର ପାଇଁ ଯଥେଷ୍ଟ ସୁବିଧା ରହିଛି । [୪]
ସ୍ଥାପତ୍ୟ
ସମ୍ପାଦନାନୂତନ ଭାବେ ନିର୍ମିତ ଘରେଇ ଉଡାଣ ଟର୍ମିନାଲ ଜୁଲାଇ ୨୦୦୯ରେ ଉଦଘାତିତ ହେଇଥିଲା । .[୫][୬] cctv ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଏହି ଟର୍ମିନାଲ ଏକ ସଙ୍ଗେ ୫୦୦ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିଥାଏ । ୨୦୧୫ରେ ସମାପ୍ତ ହେଇଥିବା ପ୍ରଶସ୍ତି କରଣ ପରେ ଏଠାରେ ବଡ଼ ବିମାନ ଅବତରଣ ମଧ୍ୟ ସୁବିଧା କରା ଯାଇଛି । [୭]
କାର୍ଗୋ ପରିବହନ
ସମ୍ପାଦନା୨୦୧୨ ମସିହାରୁ ଏହାର ଟର୍ମିନାଲ ୧ର ପରିବର୍ତ୍ତନ କରାଯାଇ ଏହାକୁ କେବଳ କାର୍ଗୋ ନିମନ୍ତେ ବ୍ୟବହାର ଉପଯୋଗୀ କରାଗଲା । [୮]
ଘଟଣାବଳି
ସମ୍ପାଦନା- ୧୮ ଫେବୃଆରୀ ୧୦୬୯ରେ ଭାରତୀୟ ଏୟାର ଲାଇନର ଏକ ବିମାନ ଉଡାଣ ସମୟରେ ଏଠାରେ ଦୁର୍ଘଟଣା ଘଟି ଥିଲା । ତେବେ ଏଥିରେ ଥିବା ୩୦ ଜଣ ଯାତ୍ରୀ ସୁରକ୍ଷିତ ରହିଥିଲେ ।.[୯]
- ୯ ଅଗଷ୍ଟ ୧୯୭୧ ଭାରତୀୟ ଏୟାରଲାଇନର ବିମାନ ଉଡାଣ ବେଳେ କ୍ଷ୍ତିଗ୍ରସ୍ତ ହେଇଥିଲା । .[୧୦]
- ଜାନୁଆରୀ ୫, ୨୦୧୪ରେ ଭାରତୀୟ ବିମାନ ସେବାର ଏକ ବିମାନ ଇମ୍ଫାଲରୁ ଦିଲ୍ଲୀ ଆସୁଥିବା ବେଳେ ଘନ କୁହୁଡି ଯୋଗୁ ଦିଲ୍ଲୀରେ ଅବତରଣ କରି ନ ପାରି ଏଠାକୁ ଆସିଥିଲା । ତେବେ ଚକ ଫାଟିବାରୁ ଏହା ଦୁର୍ଘଟଣା ଗ୍ରସ୍ତ ହେଲା । ତେବେ ଏଥିରେ ଥିବା ୭୦ ଜଣ ଯାତ୍ରୀ ଓ ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିଲେ ।[୧୧][୧୨][୧୩]
ଆଧାର
ସମ୍ପାଦନା- ↑ http://www.aai.aero/traffic_news/traffic_news_2016.jsp
- ↑ ୨.୦ ୨.୧ "Airport Service Quality Awards".
- ↑ "Jaipur airport to get international status". The Times of India. 29 ଡିସେମ୍ବର 2005. Archived from the original on 29 ସେପ୍ଟେମ୍ବର 2012. Retrieved 8 ନଭେମ୍ବର 2016.
- ↑ "Jaipur airport expansion". 11 ଜୁଲାଇ 2011. Retrieved 30 ଜୁନ 2014.
{{cite news}}
: More than one of|accessdate=
and|access-date=
specified (help) - ↑ "New domestic terminal set for take-off on 1 July". The Times of India. 21 ଜୁନ 2009. Archived from the original on 7 ସେପ୍ଟେମ୍ବର 2011. Retrieved 8 ନଭେମ୍ବର 2016.
- ↑ "Passengers welcomed on Terminal-2". The Times of India. 2 ଜୁଲାଇ 2009. Archived from the original on 6 ଜୁନ 2011. Retrieved 8 ନଭେମ୍ବର 2016.
- ↑ "Terminal 1 ¦ Rajasthan for you". Rajasthan for you blog. Retrieved 4 ମଇ 2016.
- ↑ "Terminal 1 ¦ Rajasthan for you". Rajasthan for you blog. Retrieved 4 ମଇ 2016.
- ↑ "VT-CJH Accident Description". Aviation Safety Network. Retrieved 23 ଜାନୁଆରୀ 2011.
- ↑ "Accident description". Aviation Safety Network. Retrieved 5 ସେପ୍ଟେମ୍ବର 2009.
- ↑ "ASN Aircraft accident Airbus A320-231 VT-ESH Jaipur International Airport". Aviation Safety Network. Retrieved 25 ମାର୍ଚ୍ଚ 2015.
- ↑ Monalisa Arthur. "Air India pilot greeted passengers after fog-stricken plane's dramatic brush with death". No. 23:41 GMT, 6 January 2014. Daily Mail Online. Retrieved 25 ମାର୍ଚ୍ଚ 2015.
- ↑ "First person account: Air India passenger on Guwahati-Delhi flight recounts horror : India, News - India Today". No. 7 January 2014. India Today. Retrieved 25 ମାର୍ଚ୍ଚ 2015.
ବାହାର ଲିଙ୍କ
ସମ୍ପାଦନା- Accident history for JAI at Aviation Safety Network
- Jaipur Airport - India Airport Global Website