ଜୟନ୍ତ କୁମାର ଦାସ

ଓଡ଼ିଆ ନାଟ୍ୟକାର

ଡ. ଜୟନ୍ତ କୁମାର ଦାସ ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଜଣେ ସୁପରିଚିତ ନାଟ୍ୟକାର । ସେ ଅନେକ ଜନପ୍ରିୟ ବେତାର ନାଟକ, ଗପ, ଏକାଙ୍କିକା, ପ୍ରବନ୍ଧ ଆଦି ରଚନା କରିଯାଇଛନ୍ତି ।

ଜୟନ୍ତ କୁମାର ଦାସ
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶା
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ବିଷୟନାଟକ, ଗପ, ଏକାଙ୍କିକା

ରଚନାବଳୀସମ୍ପାଦନ କରନ୍ତୁ

ପ୍ରବନ୍ଧସମ୍ପାଦନ କରନ୍ତୁ

ତାଙ୍କ ରଚିତ ଖାରବେଳ ନାଟକ ଅନେକ ଭାରତୀୟ ଭାଷାରେ ଅନୁଦିତ ହୋଇ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଅଛି ।

ଆଧାରସମ୍ପାଦନ କରନ୍ତୁ