ଜ୍ଞାନେଶ୍ୱରୀ
ଜ୍ଞାନେଶ୍ୱରୀ (ମରାଠୀ: ज्ञानेश्वरी) (IAST:Jñānēśvarī) ହିନ୍ଦୁ ମହାପୁରାଣ ଭଗବତ ଗୀତା ଉପରେ ଏକ ବର୍ଣ୍ଣନା । ଏହା ମରାଠୀ ସନ୍ଥ ଓ କବି ଜ୍ଞାନେଶ୍ୱରୀଙ୍କଦ୍ୱାରା ୧୩ଶ ଶତାବ୍ଦୀରେ ଲିଖିତ ହେଇଥିଲା । ବିଦ୍ୱାନ ଭାଷା ଓ ମୂଲ୍ୟ ଭିତ୍ତିକ ବ୍ୟାଖ୍ୟା ପାଇଁ ଏହା ବହୁଳ ଆଦୃତ ହେଇଥିଲା । ଏହାର ମୂଳ ନାମ ଭାବରଥ ଦୀପିକା ଥିଲା , ଯାହାର ଅର୍ଥ " ଅନ୍ତର୍ନିହିତ ଭାବ ଉପରେ ଆଲୋକପାତ " କୁହାଯାଇପାରେ । ଏହି ନାମ ପରେ ଜ୍ଞାନେଶ୍ୱରୀ ରହିଲା । [୧]
କାର୍ଯ୍ୟର ମୂଲ୍ୟବୋଧ
ସମ୍ପାଦନାଜ୍ଞାନେଶ୍ୱରୀ, ଭଗବାଦ ଗୀତା ପାଇଁ ଏକ ଦାର୍ଶନିକ ଦୃଷ୍ଟିକୋଣ ସ୍ଥାପନ କରିଥାଏ । ଏହା ଧରମିକା ଭାବନା ପାଇଁ ମହାରାଷ୍ଟ୍ରରେ ଏକ ସ୍ଥାୟୀ ଆଧାର ସୃଷ୍ଟି କରିଥିଲା । ଏହା ନିଜେ ଏକ ପବିତ୍ର ଗ୍ରନ୍ଥର ସ୍ଥାନ ପାଇଥାଏ । ଏହା ସହିତା "ଏକନ୍ତି ଭାଗବତ: ତୁକାରାମ ଗାଥା " ମଧ୍ୟ ମରାଠୀ ଭାଷାରେ ଧାର୍ମିକ ଗ୍ରନ୍ଥ ଭାବରେ ଗଣା ଯାଇଥାଏ । ଏହା ମରାଠୀ ଭାଷା ସାହିତ୍ଯ ପାଇଁ ଏକ ମୂଳଦୁଆ ଭାବରେ ମହାରାଷ୍ଟ୍ରରେ ବହୁଳ ପଠିତ ହେଇଆସୁଛି । ଜ୍ଞାନେଶ୍ୱରୀର ୯ଟି ଶେଷ ଶ୍ଳୋକ ଲୋକଙ୍କ ପାଇଁ ବହୁଳ ଆକର୍ଷଣୀୟ ।
ଜ୍ଞାନେଶ୍ୱରୀର କିଛି ଉଦ୍ଦ୍ରୁତି
ସମ୍ପାଦନାମୂଳ ଭଗବତରେ ~୭୫୦ଟି ଶ୍ଳୋକ ରହିଥିବା ସ୍ଥଳେ ଏହାକୁ ଜ୍ଞାନେଶ୍ୱର ପାଖାପାଖି ୯୦୦୦ଟି କବିତା କରି ଶ୍ରୁତି ମଧୁର ହେବାପରି ରଚନା କରିଥିଲେ । ଏହାକୁ ସଂଗୀତ ମାୟା ଭାବରେ ରଚନା କରାଯାଇଥିଲା ।
ॐ नमोजी आद्या |
वेद प्रतिपाद्या |
जय जय स्वसंवेद्या |
आत्मरुपा
Devā Tūchi Gaṇeshū |
Sakalārthamatiprakāshū |
Mhaṇe Nivṛtti Dāsū |
Avadhārijojē ||2||
देवा तूंचि गणेशु |
सकलमति प्रकाशु |
म्हणे निवृत्ति दासु |
अवधारिजो जी ||2||
ଜ୍ଞାନେଶ୍ୱରୀର ବିଷୟ ବସ୍ତୁରେ କୁଣ୍ଡଳିନୀର ଜ୍ଞାନ ସହ ବସ୍ତୁବିଦ୍ୟା ଓ ଜ୍ୟୋତିବିଦ୍ୟାର ମଧ୍ୟ ଉପଯୋଗ କରାଯାଇଥିଲା । ଏହା ପରମେଶ୍ୱରଙ୍କ ଆସିମୀତ ଶକ୍ତି ଜୀବନର ରହସ୍ୟ ଜଳ, ବାୟୁର ମହତ୍ୱ ଉପରେ ଆଲୋକପାତ କରିଥାଏ ।
ଟିପ୍ପଣୀ
ସମ୍ପାଦନା- ↑ Dnyandev; Pradhan, Vitthal Ganesh (1987), Lambert, Hester Marjorie (ed.), Dnyaneshwari : Bhāvārthadipikā, UNESCO Collection of Representative Works: Indian Series, Albany, NY, USA: SUNY Press, p. 652, ISBN 978-0-88706-487-6