ଜୋବାତ ରାଜ୍ୟ [୧] ପ୍ରାକ୍ତନ ବ୍ରିଟିଶ ଶାସନାଧୀନ ଭାରତର ଏକ ରାଜକୀୟ ରାଜ୍ୟ ଥିଲା । ବ୍ରିଟିଶମାନେ ଏହାକୁ ଏକ ଅଧୀନ ରାଜ୍ୟ କଳା ପରେ ଏହା ଭୋପାୱାର ଏଜେନ୍ସିଦ୍ୱାରା ପରିଚାଳିତ ହେଲା । ଏହହୀ ରାଜ୍ୟର ଆୟତନ 339 ବର୍ଗ କିଲୋମିଟର ଥିଲା ଓ 1901ରେ ଏହାର ଜନସଂଖ୍ୟା 9,443 ଥିଲା । 

ଜୋବାତ ରାଜ୍ୟ
जोबत रियासत
Princely State
15th century–1948
Location of Jobat
Location of Jobat
Jobat State in the Imperial Gazetteer of India
History
 •  Established 15th century
 •  Accession to the Union of India 1948
Area
 •  1901 ୩୩୯ km2 (୧୩୧ sq mi)
Population
 •  1901 ୯,୪୪୩ 
Density ୨୭.୯ /km2  (୭୨.୧ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଇତିହାସ  ସମ୍ପାଦନା

ଏହି ରାଜ୍ୟ 15 ଶ ଶତାବ୍ଦୀରେ ଆଲିରାଜପୁର ରାଜ୍ୟର ବଂଶଜ ଙ୍କ[୨]ଦ୍ୱାରା ସ୍ଥାପିତ ହେଇଥିଲା । 1948 ମସିହା[୩]ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଲା । ଏହା ପ୍ରଥମେ ମଧ୍ୟ ଭାରତ ପ୍ରଦେଶ ରେରହି 1956 ମସିହାରେ ମଧ୍ୟ ପ୍ରଦେଶର ଅଂଶ ହେଇ ରହିଲା । 

ଶାସକ  ସମ୍ପାଦନା

" ରାଣା " ଉପାଧି ଗ୍ରହଣ କରିଥିବା ଶାସକମାନେ ହିନ୍ଦୁ ଥିଲେ । [୪]

Ranas ସମ୍ପାଦନା

  • ... - 18.. ସବାଲ ସିଂହ 
  • 1864 - 1874 ରଣଜୀତ ସିଂହ 
  • 1874 - 1897 ସରୂପ ସିଂହ 
  • 1897 - Mar 1916 ଇନ୍ଦ୍ରଜିତ ସିଂହ 
  • 18 Jun 1917 - 15 Aug 1947 ଭୀମ ସିଂହ 

ଆଧାର  ସମ୍ପାଦନା