ଜୋପିକ୍ଲୋନ

ଏହା ଏକ ଔଷଧ ଯାହା ଶୋଇବାରେ ଅସୁବିଧା ପାଇଁ ବ୍ୟବ‌ହାର କରାଯାଏ ।

ଜୋପିକ୍ଲୋନ, ବେପାର ନାମ ଇମୋଭେନ, ଏକ ଔଷଧ ଯାହା ଶୋଇବାରେ ଅସୁବିଧା ପାଇଁ ବ୍ୟବ‌ହାର କରାଯାଏ ।[୩] ଜୋପିକ୍ଲୋନ୍ କେବଳ ସ୍ୱଳ୍ପ ମିଆଦି ବ୍ୟବହାର ପାଇଁ ସୁପାରିଶ କରାଯାଏ, ସାଧାରଣତଃ ଏକ କିମ୍ବା ଦୁଇ ସପ୍ତାହରୁ ଅଧିକ ନୁହେଁ ।[୪] ଏହା ପାଟିରେ ଦିଆଯାଏ ।[୫]

ଜୋପିକ୍ଲୋନ
Clinical data
Pronunciationzoe-PIK-lone
Trade namesImovane, Zimovane, Dopareel, others
AHFS/Drugs.comInternational Drug Names
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth (tablet, 3.75 mg or 7.5mg (UK), 5 mg, 7.5 mg, or 10 mg (JP)
Legal status
Legal status
Pharmacokinetic data
Bioavailability75-80%[୨]
Protein binding52–59%
MetabolismLiver through CYP3A4 and CYP2E1
Elimination half-life~5 hours (3.5–6.5 hours)
~7–9 hours for age 65+
ExcretionUrine (80%)
Identifiers
  • (RS)-6-(5-chloropyridin-2-yl)-7-oxo-6,7-dihydro-5H-pyrrolo[3,4-b]pyrazin-5-yl 4-methylpiperazine-1-carboxylate
ECHA InfoCard100.051.018 Edit this at Wikidata
Chemical and physical data
FormulaC17H17ClN6O3
Molar mass୩୮୮.୮୧ g·mol−1
3D model (JSmol)
  • O=C(OC3c1nccnc1C(=O)N3c2ncc(Cl)cc2)N4CCN(C)CC4
  • InChI=1S/C17H17ClN6O3/c1-22-6-8-23(9-7-22)17(26)27-16-14-13(19-4-5-20-14)15(25)24(16)12-3-2-11(18)10-21-12/h2-5,10,16H,6-9H2,1H3 checkY
  • Key:GBBSUAFBMRNDJC-UHFFFAOYSA-N checkY
  (verify)

ଶପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ଞାନଗତ କାର୍ଯ୍ୟ ହ୍ରାସ, ସହନଶୀଳତାରେ ଅଭ୍ୟସ୍ତ ହେବା, ପଡ଼ିଯିବା ଏବଂ ନିଶାଗ୍ରସ୍ତ ଶୀଘ୍ର ଫେରିବା ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ ଆଚରଣଗତ ପରିବର୍ତ୍ତନ ହୋଇପାରେ ।[୫] ଗୁରୁତ୍ୱପୂର୍ଣ୍ଣ ନିଦ୍ରା ଶ୍ୱାସରୋଧ ଥିବା ଲୋକଙ୍କଠାରେ ବ୍ୟବହାର କରାଯାଏ ନାହିଁ ।[୫] ଯଦି ଶୀଘ୍ର ବନ୍ଦ ହୋଇଯାଏ ତେବେ ପ୍ରତ୍ୟାହାର ଲକ୍ଷଣ ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ, ବିଶେଷ ଭାବରେ ବିଳମ୍ବିତ ଗର୍ଭଧାରଣ ସମୟରେ, କାରଣ ଏହିପରି ବ୍ୟବହାର ଶିଶୁର ଜନ୍ମ ସମୟରେ ସମସ୍ୟା ସୃଷ୍ଟି କରିପାରେ ।[୫] ସ୍ତନ୍ୟପାନ କରାଇବା ସମୟରେ ବ୍ୟବହାର ମଧ୍ୟ ସୁପାରିଶ କରାଯାଏ ନାହିଁ ।[୫] ଜୋପିକ୍ଲୋନ୍ ଏକ ପ୍ରଶାନ୍ତିକର ଏବଂ ନନ୍‌-ବେଞ୍ଜୋଡାଏଜେପିନ ବା ଜେଡ ଔଷଧ ।[୪] ଏହା ବେଞ୍ଜୋଡାଏଜେପିନ ରିସେପ୍ଟର ମାଧ୍ୟମରେ କାମ କରେ । [୬]

ଜୋପିକ୍ଲୋନ ୧୯୮୫ ମସିହାରେ ବିକଶିତ ହୋଇଥିଲା । [୬] ୧୯୯୦ ମସିହାରେ ଏହା କାନାଡାରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇଥିଲା । [୭] ଯୁକ୍ତରାଜ୍ୟରେ ଏହା ନିଜ ନାମରେ ଉପଲବ୍ଧ ହେଉଛି ଏବଂ ଏକ ମାସ ଯୋଗାଣ ନିମନ୍ତେ ୨୦୨୦ ସୁଦ୍ଧା ପ୍ରାୟ ଏକ ପାଉଣ୍ଡ ହୋଇଥାଏ ।[୫] ଯୁକ୍ତରାଷ୍ଟ୍ରରେ ବ୍ୟବସାୟିକ ଭାବରେ ଜୋପିକ୍ଲୋନ ଉପଲବ୍ଧ ନୁହେଁ । [୮] ଜୋପିକ୍ଲୋନ ଯୁକ୍ତରାଷ୍ଟ୍ର ଏବଂ ଯୁକ୍ତରାଜ୍ୟରେ ଏକ ନିୟନ୍ତ୍ରିତ ପଦାର୍ଥ ।[୮] [୫]

ଆଧାର ସମ୍ପାଦନା

  1. Drug Enforcement Administration, Department of Justice (April 2005). "Schedules of controlled substances: placement of zopiclone into schedule IV. Final rule" (PDF). Fed Regist. 70 (63): 16935–16937. PMID 15806735. Archived (PDF) from the original on 2009-05-06. Retrieved 2009-08-18.
  2. "Assessment of Zopiclone" (PDF). World Health Organization. Essential Medicines and Health Products. World Health Organization. 2006. p. 9 (Section 5. Pharmacokinetics). Archived (PDF) from the original on 27 September 2007. Retrieved 5 December 2015.
  3. ୩.୦ ୩.୧ Atkin, Tobias; Comai, Stefano; Gobbi, Gabriella (April 2018). "Drugs for Insomnia beyond Benzodiazepines: Pharmacology, Clinical Applications, and Discovery". Pharmacological Reviews. 70 (2): 197–245. doi:10.1124/pr.117.014381. PMID 29487083.
  4. ୪.୦ ୪.୧ "Archived copy" (PDF). Archived from the original on 2012-07-13. Retrieved 2012-05-11.{{cite web}}: CS1 maint: archived copy as title (link)
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ BNF 79 : March 2020. London: Royal Pharmaceutical Society. 2020. p. 504. ISBN 9780857113658.
  6. ୬.୦ ୬.୧ Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 68. ISBN 978-3-527-32669-3. Archived from the original on 27 August 2021. Retrieved 5 October 2020.
  7. Holbrook, AM; Crowther, R; Lotter, A; Cheng, C; King, D (25 January 2000). "Meta-analysis of benzodiazepine use in the treatment of insomnia". CMAJ : Canadian Medical Association journal = journal de l'Association medicale canadienne. 162 (2): 225–33. PMID 10674059. {{cite journal}}: Missing pipe in: |journal= (help)
  8. ୮.୦ ୮.୧ "Zopiclone consumer information from". Drugs.com. Archived from the original on 2018-06-12. Retrieved 2013-06-06.