ଜେନାମଣି
ଜଗନ୍ନାଥଙ୍କ ଛପନ ଭୋଗ
ଜେନାମଣି ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[୧][୨][୩]
ଆରମ୍ଭ | |
---|---|
ମୂଳ ଜାଗା | ଓଡ଼ିଶା |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ସୂଜି, ଘିଅ, କ୍ଷୀର, ଚିନି |
ଉପାଦାନ
ସମ୍ପାଦନାଜେନାମଣି ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:[୪]
- ସୂଜି - ୧ କପ୍
- ଘିଅ - ୧ କପ୍
- ଗୁଣ୍ଡ ଚିନି - ୧/୨ କପ୍
- କ୍ଷୀର - ୧/୩ କପ୍
- ଅଳେଇଚ ଗୁଣ୍ଡ - ୧ ଚାମଚ
- ତେଜପତ୍ର - ୨ଟି
- ଲବଙ୍ଗ - ୨ଟି
- ଖାଇବା କର୍ପୁର - ୧ ଚିମୁଟି
ଆଧାର
ସମ୍ପାଦନା- ↑ ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
- ↑ Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
- ↑ Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Retrieved 15 July 2024.
- ↑ Foods, Odia (2021-07-11). "Mohan Bhoga Jenamani - OdiaFoods" (in ଆମେରିକୀୟ ଇଂରାଜୀ). Retrieved 2024-07-16.
ଉଇକିମିଡ଼ିଆ କମନ୍ସରେ ଜେନାମଣି
ବାବଦରେ ମାଧ୍ୟମ ରହିଛି ।