ଜିଓ

ଭାରତୀୟ ଦୂରସଂଚାର କମ୍ପାନୀ

ରିଲିଆନ୍ସ ଜିଓ ଇନ୍ଫୋ କମ ଲିମିଟେଡ଼ କିମ୍ବା ଜିଓ ଏକ (ଏଲଟି ଇ ଦୂର ସଞ୍ଚାର) [[[ଭାରତ]]ର ମୋବାଇଲ ନେଟୱାର୍କ ଅପରେଟର୍ସ ଅଟେ । ଏହା ନଭି ମୁମ୍ବାଇ , ମହାରାଷ୍ଟ୍ରର ଏକ ପୂର୍ଣ୍ଣ ସ୍ୱାମୀତ୍ୱ ରୂପୀ ସହାୟକ କମ୍ପାନୀ ଅଟେ ଯାହା ରେଡ଼ିଓ ନେଟୱର୍କ (2 ଜି/3 ଜି) ଆଧାରିତ ସେବା ବିନା (4 ଜି) (ଏଲଟି ଇ ଦୂର ସଞ୍ଚାର) ସେବା ପ୍ରଦାନ କରିଥାଏ ଏବଂ ଦେଶରେ କେବଳ (ଭୋଲଟି ଇ) - "ଭଏସ ଓଭର ଏଲଟି ଇ" ଅପରେଟର ଅଟେ, ଯେଉଁଥିରେ (2 ଜି / 3 ଜି)ର ବିରାସତ ନେଟୱର୍କର ସମର୍ଥନ ରହିଥାଏ ତା'ସହିତ 22 ଟେଲିକମ ସର୍କଲରେ ଆବଦ୍ଧ ହୋଇ ।[୧][୨]

ଜିଓ ଲୋଗୋ (୨୦୧୬ ପୂର୍ବରୁ)

ସ୍ୱର୍ଗତ ଧିରୁଭାଈ ଅମ୍ବାନୀଙ୍କ 83ତମ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ, 27 ଡିସେମ୍ବର 2015 ମସିହାରେ, ରିଲିଆନ୍ସ ଇଣ୍ଡଷ୍ଟ୍ରିର ସଂସ୍ଥାପକ ଜିଓର ଭାଗିଦାର ଏବଂ କର୍ମଚାରୀଙ୍କୁ ସେବାର ପ୍ରଥମ ବିଟା ଆରମ୍ଭ ହୋଇଥିଲା ,[୩][୪] ଏବଂ ପରେ ସେବା ଗୁଡିକୁ ବାଣିଜ୍ୟିକ ଆଧାରରେ 5 ସେପ୍ଟେମ୍ବର 2016 ମସିହାରେ ଲଞ୍ଚ କରାଗଲା ।

ଆଧାର ସମ୍ପାଦନା

  1. Reliance Jio Infocomm Limited, Cellular Operators Association of India, archived from the original on 2019-08-24, retrieved 2017-07-26
  2. Reliance Jio Infocomm plans to launch pan-India LTE, RCR Wireless News
  3. "Jio opens Mobile Number Portability, urges incumbent telcos to fulfil regulatory obligations". India Today. 2016-09-03. Archived from the original on 2016-09-03. Retrieved 2016-09-03.
  4. Reliance Jio Infocomm launches 4G services for its employees, The Economic Times, December 27, 2015, retrieved December 29, 2015