ଜାଭେଗେପାଣ୍ଟ
ଜାଭେଗେପାଣ୍ଟ (ଇଂରାଜୀ ଭାଷାରେ Zavegepant), ବିକ୍ରୟ ନାମ ଜାଭଜପ୍ରେଟ୍, ହେଉଛି, ଅଧକପାଳି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ପ୍ରତିରୋଧ ପରିବର୍ତ୍ତେ ଏହା କେବଳ ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୁଏ ।[୧] ଏହା ନାକରେ ସିଞ୍ଚାଯାଏ ବା ସ୍ପ୍ରେ କରାଯାଏ ।[୧]
Clinical data | |
---|---|
Trade names | Zavzpret |
Synonyms | BHV-3500 |
AHFS/Drugs.com | monograph |
data |
|
Routes of administration | Nasal |
Legal status | |
Legal status | |
Identifiers | |
| |
Chemical and physical data | |
Formula | C36H46N8O3 |
Molar mass | ୬୩୮.୮୨ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱାଦ ପରିବର୍ତ୍ତନ, ଅଇ, ନାକ ଯନ୍ତ୍ରଣା ଏବଂ ବାନ୍ତି ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଯକୃତ କିମ୍ବା ବୃକ୍କ ସମସ୍ୟା ଥିବା ଲୋକଙ୍କଠାରେ ଏହା ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ କାଲସିଟୋନିନ ଜିନ-ସମ୍ବନ୍ଧୀୟ ପେପ୍ଟାଇଡ ରିସେପ୍ଟର ଆଣ୍ଟାଗୋନିଷ୍ଟ ।[୧]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜାଭେଗେପାଣ୍ଟ ଅନୁମୋଦିତ ହୋଇଥିଲା ।[୧] ଏହା ଜୁଲାଇ ୨୦୨୩ରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ଏହି ଶ୍ରେଣୀରେ ଥିବା ଅନ୍ୟ ଔଷଧ ପରି ମୂଲ୍ୟ ନିଆଯିବ ବୋଲି ଆଶା କରାଯାଉଛି ।[୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "ZAVZPRET™ (zavegepant) nasal spray" (PDF). Archived (PDF) from the original on 2023-03-11. Retrieved 2023-03-13.
- ↑ MSc, Nadia Stec (14 March 2023). "Zavzpret (Zavegepant) Migraine Nasal Spray from Pfizer Gets FDA Nod". Xtalks. Archived from the original on 15 March 2023. Retrieved 25 May 2023.