ଜାପାନର ଦ୍ୱୀପମାନଙ୍କର ସୂଚୀ

ଜାପାନରେ ୬,୮୫୨ଟି ଦ୍ୱୀପ ରହିଛି । ପାଖାପାଖି ୪୩୦ଟି ଦ୍ୱୀପରେ ବସତି ସ୍ଥାପନ ହୋଇଛି ।[୧][୨] ପୂର୍ବ ଏସିଆରେ ଜାପାନ ବୃହତ୍ତମ ଦ୍ୱୀପରାଷ୍ଟ୍ର ଏବଂ ପୁରା ବିଶ୍ୱରେ ଏହା ଚତୁର୍ଥ ବୃହତ୍ତମ ଦ୍ୱୀପରାଷ୍ଟ୍ର ।[୩]

ଚିହ୍ନିତ ଦ୍ୱୀପ ସହ ଜାପାନୀ ଦ୍ୱୀପପୁଞ୍ଜ

ମୁଖ୍ଯ ଦ୍ୱୀପ ସମୂହ ସମ୍ପାଦନା

ଜାପାନର ପାଞ୍ଚଟି ମୁଖ୍ଯ ଦ୍ୱୀପ

ଜାପାନର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲେ:[୪][୫]

  • ହୋକାଇଦୋ - ଉତ୍ତରୀୟ ଦ୍ୱିତୀୟ ବୃହତ୍ତମ ଦ୍ୱୀପ ।
  • ହୋଁଶୁ - ବୃହତ୍ତମ ଏବଂ ଜନସଂଖ୍ୟା ବହୁଳ ଦ୍ୱୀପ, ରାଜଧାନୀ ଟୋକିଓ ଏହି ଦ୍ୱୀପରେ ଅବସ୍ଥିତ ।
  • କ୍ଯୁଶୁ - ତୃତୀୟ ବୃହତ୍ତମ ମୁଖ୍ଯ ତଥା ଏସିଆ ମହାଦେଶର ନିକଟତମ ଦ୍ୱୀପ
  • ଶିକୋକୁ - ଓକିନାୱା ପରେ ଦ୍ୱିତୀୟ କ୍ଷୁଦ୍ରତମ ମୁଖ୍ଯ ଦ୍ୱୀପ । ଏହା ହୋଁଶୁ ଓ କ୍ଯୁଶୁର ମଧ୍ଯରେ ଅବସ୍ଥିତ ।
  • ଓକିନାୱା - କ୍ଷୁଦ୍ରତମ ଓ ଦକ୍ଷିଣତମ ମୁଖ୍ଯ ଦ୍ୱୀପ ।

ହୋକାଇଦୋ ରାଜ୍ଯ ସମ୍ପାଦନା

ଜାପାନ ସାଗରରେ ହୋଁଶୁର ଦ୍ୱୀପ ସମୂହ ସମ୍ପାଦନା

ଟୋକିଓ ଉପସାଗରର ଦ୍ୱୀପ ସମୂହ (କୃତ୍ରିମ ଦ୍ୱୀପ ସମୂହ) ସମ୍ପାଦନା

ଓସାକା ଉପସାଗରର ଦ୍ୱୀପ ସମୂହ (କୃତ୍ରିମ ଦ୍ୱୀପ ସମୂହ) ସମ୍ପାଦନା

ଇଶେ ଉପସାଗରର ଦ୍ୱୀପ ସମୂହ ସମ୍ପାଦନା

ମୁତ୍ସୁ ଉପସାଗରର ଦ୍ୱୀପ ସମୂହ ସମ୍ପାଦନା

ନାମ୍ପୋ ଦ୍ୱୀପ ସମୂହ ସମ୍ପାଦନା

 
ଇଜୁ ଦ୍ୱୀପ ସମୂହ
 
ଓଗାସାୱାରାଜିମା

ଅନ୍ଯାନ୍ଯ ଜାପାନୀ ଦ୍ୱୀପ ସମୂହ ସମ୍ପାଦନା

କ୍ଯୁଶୁ ପାର୍ଶ୍ୱବର୍ତ୍ତୀ ଦ୍ୱୀପ ସମୂହ ସମ୍ପାଦନା

ଅଧିକାଂଶ ପୂର୍ବ ଚୀନ ସାଗରରେ ଅବସ୍ଥିତ

ଶିକୋକୁ ପାର୍ଶ୍ୱବର୍ତ୍ତୀ ଦ୍ୱୀପ ସମୂହ ସମ୍ପାଦନା

ରିଉକ୍ଯୁ ଦ୍ୱୀପ ସମୂହ (ନାନ୍ସେଇ-ଶୋତୋ) ସମ୍ପାଦନା

 
Ryukyu Islands

ସାତ୍ସୁନାନ ଦ୍ୱୀପ ସମୂହ ସମ୍ପାଦନା

ଉତ୍ତର ଭାଗଟି ପ୍ରଶାସନିକ ରୂପରେ କାଗୋଶିମା ରାଜ୍ଯର ଅନ୍ତର୍ଭୁକ୍ତ ।

ଓସୁମି ଦ୍ୱୀପ ସମୂହ ସମ୍ପାଦନା

ଐଶାନ୍ୟ ଗୋଷ୍ଠୀ:

ବାୟବ୍ୟ ଗୋଷ୍ଠୀ:

ତୋକାରା ଦ୍ୱୀପ ସମୂହ ସମ୍ପାଦନା

The Shichi-tō:

ଆମାମି ଦ୍ୱୀପ ସମୂହ ସମ୍ପାଦନା

ରିଉକ୍ଯୁ ଦ୍ୱୀପ ସମୂହ (ରିଉକ୍ଯୁ ଶୋତୋ) ସମ୍ପାଦନା

The Southern Half, Okinawa Prefecture

ଓକିନାୱା ଦ୍ୱୀପ ସମୂହ ସମ୍ପାଦନା

The Central Group or Ryukyu proper:

ସାକିଶିମା ଦ୍ୱୀପ ସମୂହ ସମ୍ପାଦନା

Also known as the Further Isles:

ସେତୋ ଭୂମଧ୍ଯସାଗରର ଦ୍ୱୀପ ସମୂହ ସମ୍ପାଦନା

 
Seto Inland Sea

ବୃହତ ହ୍ରଦ ମଧ୍ଯସ୍ଥ ଦ୍ୱୀପ ସମୂହ ସମ୍ପାଦନା

ଅନ୍ଯାନ୍ଯ କୃତ୍ରିମ ଦ୍ୱୀପ ସମୂହ ସମ୍ପାଦନା

ଅନଧିକୃତ କିନ୍ତୁ ଦାବି କରାଯାଉଥିବା ଅଞ୍ଚଳ ସମ୍ପାଦନା

 
Kuril islands and the Northern Territories

ଉତ୍ତରୀୟ ଅଞ୍ଚଳ ସମୂହ ସମ୍ପାଦନା

There are four disputed Kuril Islands that are controlled by Russia and claimed by Japan. These islands are called the Chishima Islands.[୧୭]

ଅନ୍ଯାନ୍ଯ ସମ୍ପାଦନା

ପୂର୍ବର ସମ୍ପାଦନା

ଜାପାନର ବୃହତ ଦ୍ୱୀପ ସମୂହ ସମ୍ପାଦନା

ନିମ୍ନରେ ଜାପାନର ୫୦ଟି ବୃହତ ଦ୍ୱୀପ ସମୂହର ସୂଚୀ ଦିଆଗଲା । ବିବାଦିତ କୁରିଲ ଦ୍ୱୀପ ସମୂହକୁ ଏଥିରୁ ବାଦ ଦିଆଯାଇଛି ।

କ୍ରମାଙ୍କ ଦ୍ୱୀପ ନାମ କ୍ଷେତ୍ରଫଳ
(ବର୍ଗ କି.ମି. ରେ)
କ୍ଷେତ୍ରଫଳ
(ବର୍ଗ ମାଇଲ ରେ)
ଦ୍ୱୀପ ସମୂହ
ହୋଁଶୁ ୨,୨୭,୯୬୦ 88,020
ହୋକାଇଦୋ ୮୩,୪୨୪.୩୧ 32,210.31
କ୍ଯୁଶୁ ୩୬,୭୮୨ 14,202
ଶିକୋକୁ ୧୮,୮୦୦ 7,300
ଓକିନାୱା ଦ୍ୱୀପ ୧,୨୦୭ 466 ରିଉକ୍ଯୁ ଦ୍ୱୀପ ସମୂହ
ସାଦୋଶିମା ୮୫୫.୨୬ 330.22
ଆମାମି ଓଶିମା ୭୧୨.୩୫ 275.04 ଆମାମି ଦ୍ୱୀପ ସମୂହ
ତ୍ସୁଶିମା ଦ୍ୱୀପ ୭୦୮.୭ 273.6
ଆୱାଜି ଦ୍ୱୀପ ୫୯୨.୧୭ 228.64
୧୦ ଶିମୋଶିମା ୫୭୪.୦୧ 221.63
11 Yakushima 504.88 194.94 Ōsumi Islands
12 Tanegashima 444.99 171.81 Ōsumi Islands
13 Fukue Island 326.43 126.04 Gotō Islands
14 Iriomote Island 289.27 111.69
15 Tokunoshima 247.8 95.7 Amami Islands
16 Dōgojima 241.58 93.27 Oki Islands
17 Kamishima Island, Amakusa 225.32 87.00 Amakusa islands
18 Ishigaki Island 222.5 85.9
19 Rishiri Island 183 71
20 Nakadōri Island 168.34 65.00 Gotō Islands
21 Hirado Island 163.42 63.10
22 Miyako-jima 158.87 61.34
23 Shōdoshima 153.30 59.19
24 Okushiri Island 142.97 55.20
25 Iki Island 138.46 53.46
26 Suō-Ōshima 128.31 49.54
27 Okinoerabujima 93.63 36.15 Amami Islands
28 Etajima 91.32 35.26
29 Izu Ōshima 91.06 35.16 Izu Islands
30 Nagashima Island, Kagoshima 90.62 34.99
31 Rebun Island 80 31
32 Kakeromajima 77.39 29.88 Amami Islands
33 Kurahashi-jima 69.46 26.82
34 Shimokoshiki-jima 66.12 25.53
35 Ōmishima Island, Ehime 66.12 25.53
36 Hachijō-jima 62.52 24.14
37 Kume Island 59.11 22.82 Okinawa Islands
38 Kikaijima 56.93 21.98 Amami Islands
39 Nishinoshima 55.98 21.61
40 Miyake-jima 55.44 21.41
41 Notojima 46.78 18.06
42 Kamikoshiki-jima 45.08 17.41
43 Ōshima (Ehime) 41.87 16.17
44 Ōsakikamijima 38.27 14.78
45 Kuchinoerabu-jima 38.04 14.69
46 Hisaka 37.23 14.37
47 Innoshima 35.03 13.53
48 Nakanoshima (in Kagoshima) 34.47 13.31 Tokara Islands
49 Hario Island 33.16 12.80
50 Nakanoshima (in Shimane) 32.21 12.44 Oki Islands

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Look Japan, Vol. 43, Issues 493-504, p. 35; retrieved 2013-3-2.
  2. "離島とは(島の基礎知識)" (in Japanese). Ministry of Land, Infrastructure, Transport and Tourism. Archived from the original (website) on November 13, 2007. Retrieved 3 October 2018.{{cite web}}: CS1 maint: unrecognized language (link)
  3. "Island Countries Of The World". WorldAtlas.com. Archived from the original on 2017-12-07. Retrieved 2019-08-10.
  4. "離島とは(島の基礎知識) (what is a remote island?)". MLIT (Ministry of Land, Infrastructure, Transport and Tourism) (in Japanese). Ministry of Land, Infrastructure, Transport and Tourism. 22 August 2015. Archived from the original (website) on 2007-11-13. Retrieved 9 August 2019. MILT classification 6,852 islands(main islands: 5 islands, remote islands: 6,847 islands){{cite web}}: CS1 maint: unrecognized language (link)
  5. Imperial Japanese Commission to the Louisiana Purchase Exposition. (1903). Japan in the Beginning of the 20th century (Haruki Yamawaki, editor), p. 2.
  6. Nussbaum, Louis-Frédéric. (2005). "Rishiri-tō" in Japan Encyclopedia, p. 791.
  7. ୭.୦ ୭.୧ ୭.୨ ୭.୩ Ponsonby-Fane, Richard. (1962). Sovereign and Subject, p. 332.
  8. ୮.୦ ୮.୧ ୮.୨ ୮.୩ ୮.୪ Ponsonby-Fane, p. 331.
  9. ୯.୦ ୯.୧ ୯.୨ ୯.୩ ୯.୪ ୯.୫ ୯.୬ ୯.୭ Nussbaum, "Izu Shotō" at p. 412.
  10. Gotoh, H. et al. (2010). "Infrastructure Maintenance and Disaster Prevention Measures on Isolated Islands: the Case of the Izu Islands near Tokyo" in Island Sustainability (Favro, S., editor), p. 187.
  11. Nussbaum, p. 412; Ponsonby-Fane, p. 332.
  12. Nussbaum, "Ōshima" at p. 761.
  13. Nussbaum, "Torishima" at p. 987.
  14. ୧୪.୦ ୧୪.୧ ୧୪.୨ ୧୪.୩ Nussbaum, "Ogasawara Guntō" at p. 737.
  15. Nussbaum, "Hashima" at p. 294.
  16. [୧]
  17. Imperial Japanese Commission, p. 3.