ଜାଙ୍ଗିଳ ( ବାରୁଟ ଲାଣ୍ଡ ଜରାୱା)  ବଂଗୋପ ସାଗରରେ ଥିବା  ଆଣ୍ଡାମାନର ଆଦିମ ଅଧିବାସୀଙ୍କ ଏକ ନିଜସ୍ୱ ଭାଷା । ସେହି ଭାଷା ରୁଟ ଲାଣ୍ଡ ଦ୍ୱୀପାର ଅବୟନତାର ଅଚଳରେ ବହୁଳ ଭାବରେ ପ୍ରଚଳିତ ଥିବାରୁ ତାହାକୁ ରୁଟ ଲାଣ୍ଡ ଜରାୱା ମଧ୍ୟ କୁହାଯାଇଥାଏ ଓ ନିକଟସ୍ଥ ଜରାୱା ଲୋକଙ୍କ ସହ ସମ୍ପର୍କିତ ହୋଇଥିବା କଥା ବିଶ୍ୱାସ କରାଯାଏ । ସେହି ଅଞ୍ଚଳରୁ 19 ଶ ଶତାବ୍ଦୀର ମଧ୍ୟ ଭାଗରେ ତଥ୍ୟ ସଂରୁହିତ ହେଇ ଲିପିବଦ୍ଧ ହେଇଥିଲା ଓ ସେହି ଅଞ୍ଚଳରୁ ଅଧିକ ତଥ୍ୟ ମିଳିବା ସମ୍ଭବ ହୁଏ ନାହି । 1907 ମସିହାରେ ଏକ ବ୍ରିଟିଶ ଦଳଙ୍କଦ୍ୱାରା ସେଠାରୁ କିଛି ତଥ୍ୟ ପାଇଥିଲେ ମଧ୍ୟ 1920 ମସିହା ଆଡକୁ ସେହି ଜରାୱାଅଞ୍ଚଳକୁ ତଥ୍ୟ ଅନୁସନ୍ଧାନ କାରୀ  ଦଳ ପଠା ଯାଇଥିଲେ  ମାନଙ୍କ ଆଉ କିଛି ଖୋଜ ଖବର ମିଳିନଥିଲା । ସେମାନେ ପ୍ରକୃତିକ କାରଣଦ୍ୱାରା ନିପାତ ହେଇଯାଇଥିବା ବିଶ୍ୱାସ କରାଯାଏ । 

Jangil
Native toIndia
ଅଞ୍ଚଳAndaman Islands
ବିଲୁପ୍ତca. 1900–1920
Ongan
  • Jangil
ଭାଷା କୋଡ୍
ISO ୬୩୯-୩None (mis)
ଆଣ୍ଡାମନ ଦ୍ୱିପାଞ୍ଚଳରେ ବ୍ୟବହାର ହଉଥିବା  ଭାଷା ମାନକ ଏକ ବିଶ୍ଲେଷଣାତ୍ମକ ଚିତ୍ର 

ବାହାର ଲିଙ୍କ  ସମ୍ପାଦନା