ଜଳଜ ସାକ୍ସେନା

ଭାରତୀୟ କ୍ରିକେଟ ଖେଳାଳି

ଜଳଜ ସହାୟ ସାକ୍ସେନା (ଜନ୍ମ 15 ଡିସେମ୍ବର ,1986)ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ମଧ୍ୟ ପ୍ରଦେଶ ପାଇଁ ଘରେଇ  କ୍ରିକେଟ ଖେଳିଥାନ୍ତି । ସେ ଜଣେ  ଜଣେ ଅଲ ରାଉଣ୍ଡର । ସେ ଭାରତ A ଓ କେନ୍ଦ୍ର ଜୋନ ପାଇଁ ମଧ୍ୟ ଖେଳିଛନ୍ତି । 

ବ୍ୟକ୍ତିଗତ ତଥ୍ୟ
ନାମJalaj Sahai Saxena
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight arm off break
ଭୂମିକାAll-rounder
ସମ୍ପର୍କୀୟJatin Saxena (brother)
ଘରୋଇ ଦଳ ତଥ୍ୟ
YearsTeam
2005–presentMadhya Pradesh
2013–2014Mumbai Indians
2015Royal Challengers Bangalore
Career statistics
ପ୍ରତିଯୋଗିତା FC List A T20
ମ୍ୟାଚ 81 58 40
ମୋଟ ରନ 4510 1175 443
ବ୍ୟାଟିଂ ହାର 38.22 23.97 14.76
ଶତକ/ଅର୍ଦ୍ଧଶତକ 11/22 2/5 0/1
ସର୍ବାଧିକ ରନ 194 133 55*
ବଲ ସଂଖ୍ୟା 12125 2499 587
ଉଇକେଟ 191 67 31
ବୋଲିଂ ହାର 30.70 28.11 22.45
ଇନିଙ୍ଗସରେ ୫ଟି ଉଇକେଟ 11 0 1
ମ୍ୟାଚରେ ୧୦ଟି ଉଇକେଟ 3 n/a n/a
ସବୁଠୁ ଭଲ ବୋଲିଂ 8/58 4/40 5/16
କ୍ୟାଚ/ଷ୍ଟମ୍ପିଙ୍ଗ 28/- 6/- 10/-
Source: ESPNcricinfo, 4 January 2016

ଜଳଜ ସାଧାରଣତଃ ଓପନିଂ କରୁଥିଲେ ମଧ୍ୟ ଅନନ୍ୟ ସ୍ଥାନରେ ମଧ୍ୟ ବ୍ୟାଟିଂ କରନ୍ତି ।ରଣଜୀ ଟ୍ରଫିରେ  ବୋଲର ହିସାବରେ ସେ 2015 ମସିହାରେ ଦ୍ୱିତୀୟ ଶ୍ରେଷ୍ଠ ଥିଲେ । 2016 .[୧]ମସିହାରେ ସେ ଶ୍ରେଷ୍ଠ ଅଲ ରାଉଣ୍ଡର ପୁରସ୍କାର ପାଇଥିଲେ । ତାଙ୍କର ଭାଇ  ଯତୀନ ମଧ୍ୟ ଜଣେ କ୍ରିକେଟର । 

ଘରେଇ ପ୍ରଦର୍ଶନ  ସମ୍ପାଦନା

2012/13 ମସିହାରେ ସେ 769 ରନ 69.9 ହାରାହାରି ଅନୁସାରେ କରିଥିଲେ । ଏଥିରେ 2ଟି ଶତକ ମଧ୍ୟ ଥିଲା । [୨] ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତ A ପାଇଁ ଖେଳି ସେ 5 ୱିକେଟ ନେବା ସହ 30 ରନ ମଧ୍ୟ କରିଥିଲେ । [୩]  ନିଉଜିଲାଣ୍ଡ A ସହ ଖେଳି ସେ 6/103 ନେଇଥିଲେ । [୪]

2013/14 ସିଜନରେ ସେ 545 ରନ ସହ 35 ୱିକେଟ ହାସଲ କରିଥିଲେ । [୫][୬]

I2014/15 ସିଜନରେ ସେ 768 ରନ 45.17 ହାରରେ କରିଥିଲେ । [୭] ତାମିଲନାଡୁ ସହ ମେଚରେ ସେ 144 ରନ ସହ 4/74 ନେଇ ନିଜକୁ ଏକ ସଫଳ ଅଲ ରାଉଣ୍ଡର ଭାବେ ପ୍ରତିପାଦନ କରିଥିଲେ । .[୮]

ଆଇପିଏଲ  ସମ୍ପାଦନା

2013 ଓ 14 ସିଜନ ପାଇଁ ଜଳଜ ମୁମ୍ବାଇ ଦଳ ପାଇଁ  ଆଇପିଏଲ ଖେଳିଥିଲେ । ଏହା ପରେ 2015 ମସିହା ପାଇଁ ସେ ବାଙ୍ଗାଲୋର ଦଳକୁ ଗଲେ । 

ଆଧାର  ସମ୍ପାଦନା

  1. "BCCI's top award for Kohli". The Hindu. Retrieved 3 January 2016.
  2. "Ranji Trophy, 2012/13 / Records / Most runs". Retrieved 18 January 2013.
  3. "India A v Australians in 2012/13". CricketArchive. Retrieved 5 January 2016.
  4. "India A v New Zealand A in 2013/14". CricketArchive. Retrieved 5 January 2016.
  5. "Ranji Trophy, 2013/14 / Records / Most runs". Cricinfo. ESPN. Retrieved 2 February 2014.
  6. "Ranji Trophy, 2013/14 / Records / Most wickets". Cricinfo. ESPN. Retrieved 2 February 2014.
  7. "First-class Batting and Fielding in Each Season by Jalaj Saxena". CricketArchive. Retrieved 5 January 2016.
  8. "Tamil Nadu v Madhya Pradesh in 2014/15". CricketArchive. Retrieved 5 January 2016.

ବାହାର ଲିଙ୍କ  ସମ୍ପାଦନା