ଜଲାନ ମିଉଜିଅମ ,  (Hindi: जलान संग्रहालय) ଏକ ବେସରକାରୀ ମିଉଜିଅମ ଯାହା ଭାରତୀୟ ରାଜ୍ୟ ବିହାରର ପାଟଣା ସହରରେ ଅବସ୍ଥିତ । ଏହା ବିହାର ରାଜ୍ୟର ଦୁଇଟି ଘରେଇ ମିଉଜିଅମ ମଧ୍ୟରୁ ଗୋଟିଏ । [୪][୫]

ଜାଳାନ ମିଉଜିଅମ , ପାଟଣା
Qila House
ସ୍ଥାପିତ1919
ଅବସ୍ଥାନPatna, Bihar, India
ଦିଗବାରେଣୀ25°35′55″N 85°13′46″E / 25.598591°N 85.229547°E / 25.598591; 85.229547
ପ୍ରକାରArt & Heritage Museum[୧]
ସଂଗ୍ରହ ସମୂହ10,000 objects[୨]
ସ୍ୱତ୍ୱାଧିକାରୀAditya Jalan[୩]
ୱେବସାଇଟquilahouse.com

ବର୍ଣ୍ଣନା  ସମ୍ପାଦନା

ଦିବାନ ବାହାଦୁର ରାଧା କୃଷ୍ଣ ଜଲାନ (1182-1954 ) ଏହି ମିଉଜିଅମକୁ 1919 ମସିହାରେ ସ୍ଥାପନ କରିଥିଲେ । .[୬] T ସେ ଜଣେବ୍ୟବସାୟୀ ତଥା କଳାକୃତିର ସଂଗ୍ରାହକ ଥିଲେ । [୭] ମିଉଜିଅମ ଗୃହଟି ବ୍ରିଟିଶ ଓ ଡଚ ଶୈଳୀରେ ନିର୍ମିତ ଓ ଏହାକୁ ସ୍ଥାନୀୟ ଲୋକ " କିଲ୍ଲା" ନାମରେ କହିଥାନ୍ତି । ଏହା ପାଟଣା ସହରର ଗଙ୍ଗା ନଦୀ କୁଳରେ ଅବସ୍ଥିତ । 

ଏଠାରେ 10,000 ବିଭିନ୍ନ ପ୍ରାଚୀନ ଦ୍ରବ୍ଯ ରହିଛି । ତନ୍ମଧ୍ୟରୁ ଆଧୁନିକ ଯୁଗର ପଥର , ଧାତବ , ତେରକୋତ୍ତା, ହାତିଦାନ୍ତ , କାଚ ଇତ୍ୟାଦି । ସେ ମଧ୍ୟରୁ ଅନେକ ଏଉରୋପୀୟ ଦେଶର ଓ ଦୂର ପୂର୍ବ ଏସିୟା ଦେଶରୁ ଅଣାଯାଇଥିବା ଦ୍ରବ୍ଯ ରହିଛି ।  [୨][୮]

ଗୃହର କିୟଦଂଶ ଜାଳାନ ପରିବାର ରହନ୍ତି ଓ ମିଉଜିଅମକୁ ପରିଦର୍ଶନ କରିବାକୁ ପୂର୍ବ ଅନୁମତି ନେବାକୁ ହେଇଥାଏ । .[୯]

References ସମ୍ପାଦନା

  1. "Things to Do — Jalan Museum, Patna, Bihar". Nivalink.com. Retrieved 2014-01-04.
  2. ୨.୦ ୨.୧ "Jalan Museum — Patna's Unique Private Museum". Go4patna.com. Archived from the original on 2013-12-19. Retrieved 2014-01-04.
  3. "Tremors leave Quila House shaken". Telegraph, india. 2011-09-20. Retrieved 2014-01-04.
  4. "Museums run by the Private Individuals". Directorate of Museum, Govt. of Birhar. p. 5. Archived from the original on 2016-03-04. Retrieved 2014-01-06. Other one being: Kumar Sangrahalay, Hasanpur, Smastipur
  5. Pranava K Chaudhary Sep 20, 2011, 07.30am IST (2011-09-20). "Quake damages Jalan Museum — Times Of India". The Times of India. Archived from the original on 2012-04-18. Retrieved 2014-01-04.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  6. Bihar, past & present: souvenir, 13th Annual Congress of Epigraphical ... - P. N. Ojha, Kashi Prasad Jayaswal Research Institute — Google Books. Books.google.co.in. 1985-01-01. Retrieved 2014-01-04.
  7. Bihar, past & present: souvenir, 13th Annual Congress of Epigraphical ... - P. N. Ojha, Kashi Prasad Jayaswal Research Institute — Google Books. Books.google.co.in. 1985-01-01. Retrieved 2014-01-04.
  8. "Jalan Museum". Patna4u.com. Archived from the original on 2014-01-10. Retrieved 2014-01-04.
  9. "Contact Quila House". Quila House. Archived from the original on 2013-11-02. Retrieved 2014-01-06.